Browsing Category

ଓଡିଶା

ବାଲିଯାତ୍ରା ପାଇଁ ଷ୍ଟଲ ବୁକିଂ ଆରମ୍ଭ, ଏକାଧିକ ଆବେଦନ ଥିଲେ ହେବ ନିଲାମ

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ

ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ

ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର ଅଜବ ନିତୀ : ବିଭାଗୀୟ ଅଧିକାରୀ ନିର୍ଣ୍ଣୟ କରିବେ ନିଶା ମାଫିଆର ଓକିଲ…!

ସୁପାରିଶ ଓକିଲ ବିନା ପାଇବେନି ସାହାଯ୍ୟ..! ନିଶା ବ୍ୟବସାୟ ର ଧରପଗଡ ଧର୍ମକୁ ଆଖିଠାର ….! ଆଇନ ସହ ବି ଖେଳ ଚାଲିଛି ବୋଲି ଅଭିଯୋଗ ଆଣିଲେ ଆଇନ ଜିବୀ ….!. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅବକାରୀ ବାବୁ ମାନେ ଦଶହରା ପର୍ବକୁ ଆଖି ଆଗରେ ରଖି ଚଢ଼ାଉ ଜୋର ଦାର କରୁଥିବା

ଟ୍ରକ୍‌ ସହ ୬୧୫ କିଲୋ ଗଂଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ

ଆଲୋଚନା ହିଁ ସମାଧାନର ବାଟ: ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଜଳ ବିବାଦକୁ ନେଇ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକରେ ଗୁରୁତ୍ଵପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଏଜି ପିତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି ମହାନଦୀକୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା। ଦାମୀ ଓକିଲ ପୋଷିବାକୁ ଯୋଜନା

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ସଫେଇ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,

ବିସ୍କୁଟରୁ ପୋକ ବାହରିଲା

ପିପିଲି :ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିସ୍କୁଟ୍‍ ପ୍ୟାକେଟ୍‍ ଖୋଲିବାରୁ ସେଥିରୁ ବାହାରିଥିଲା ଏକ ଲମ୍ବାପୋକ। ଏଭଳି ଘଟଣା ଘଟିଛି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ।ସୂଚନା ଅନୁଯାଇ, ପିପିଲିର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁବାର ସକାଳ ସାଢେ ୮ଟା ସମୟରେ

କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ, ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ

ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ । ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ । ଆପ୍ଲିକେସନରେ ମିଳିବ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ! ସମ୍ପର୍କୀୟ -ପୋଲିସ ମୁହାଁମୁହିଁ

ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୋଲିସ ମୁହାଁମୁହିଁ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ

ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ ଚାରକୋଲ, ପଳାଶୁଣୀରେ ନିର୍ମାଣ ହେବ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ