Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘୂର୍ଣ୍ଣିବଳୟ ସକ୍ରିୟ; ୩ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ!-->…
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା-ଟମାଟୋ ମାଡ଼: କଂଗ୍ରେସ କର୍ମୀ ଅଟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ବୁଧବାର ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତାପ ଦାବି କରି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ!-->…
ଧାମରା ଚାନ୍ଦନୀପାଳରେ ହେବ ସି ବିଚ୍: ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଧାମରା ଗସ୍ତ
ଭଦ୍ରକ : ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରାଠାରେ ଥିବା ଚାନ୍ଦନୀପାଳଠାରେ ବିଶାଳ ସମୁଦ୍ର ବେଳା ଭୂମିର ବିକାଶ ହେବ। ଏଠାରେ ସି ବିଚ୍ ନିର୍ମାଣ କରାଯିବ। ଏହାର ସୌନ୍ଦର୍ଯ୍ୟ କାରଣ କରାଯିବା। ପର୍ଯ୍ୟଟକଙ୍କୁ!-->…
ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମହିଳା ଟିମ୍: ଓଡ଼ିଶାରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି
ଭୁବନେଶ୍ବର: ରାଜ୍ୟର ପ୍ରତି ୫ କି.ମି ଦୂରତାରେ ଜଣେ ଶିଶୁ ଅତ୍ୟାଚାରର ଶିକାର। ପ୍ରତି ୧୦ କିମିରେ ଜଣେ ଶିଶୁ ନିଖୋଜ। ଲୋକେ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ। ଓଡ଼ିଶାରେ ମହିଳା ନିର୍ଯାତନାର ଏକ ଚିତ୍ର ବାଣ୍ଟିବା ଲାଗି!-->…
ମହାନଦୀ ଗଣ୍ଡରେ ମଗରଙ୍କ ପାଇଁ ବିପଦରେ ଘଡ଼ିଆଳ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ପାଇଁ ଏବେ ବିପଦ ସାଜିଛନ୍ତି ମଗର। ଏହି ଗଣ୍ଡରେ କ୍ରମାଗତ ଭାବରେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଗରଙ୍କ ଆକ୍ରମଣରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୂର୍ବରୁ!-->…
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି
ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି। ନେସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ଆଜି ଆକସ୍ମିକ ପରଲୋକ ଘଟିଛି।!-->…
ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା
ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି!-->…
ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬ଜଣଙ୍କୁ ରିମାଣ୍ଡରେ ନେଉ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କୋର୍ଟରୁ ଅନୁମତି ମିଳିବା ପରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ବେଲଗାଁ ଥାନା!-->…
ସରକାରରେ ପୁଣି ଲଜ୍ଜା : ଆଉ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବିଜେପିର ନେତା…
ବ୍ରହ୍ମପୁର : ରାଜ୍ୟରେ ମହିଳା ଓ ଝିଅମାନଙ୍କ ସୁରକ୍ଷା ଲାଗି ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୋଟିକ ପରେ ଗୋଟିଏ ଲଜ୍ଜା ଘଟଣା ଘଟି ଯାଉଛି । ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି।!-->…
ଦଶ ମୂଳ ମୋଦକ ଚୋରୀ ଘଟଣା; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର
ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କମାଣ୍ଡରଙ୍କୁ ଏନେଇ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ!-->…