Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫୁଲୁଛି ମହାନଦୀ, ହୀରାକୁଦର ୧୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର: ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୧ଟି ଓ ଡାହାଣ ପଟୁ ୫ଟି ଗେଟ୍!-->…
ଘାଟି ରାସ୍ତାରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ
ମାଲକାନଗିରି : ବନ ବିଭାଗ ଦ୍ୱାରା ବାଲିମେଳା ଠାରୁ ଚିତ୍ରକୋଣ୍ଡା ମଧ୍ୟରେ ଥିବା ଘାଟି ରାସ୍ତାରୁ କୁମ୍ଭୀର ଉଦ୍ଧାର ହୋଇଛି। ଘାଟି ରାସ୍ତା ଉପରେ ଏକ କୁମ୍ଭୀର ଥିବା ଦେଖି ବନ ବିଭାଗ ତରଫରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛିା ଗତକାଲି ରାତ୍ର ପ୍ରାୟ ୧୦.୩୦ ସମୟରେ ନିକଟସ୍ଥ ଜଳଭଣ୍ଡାରରୁ ଏକ!-->…
ସର୍ପାଘାତରେ ଏକା ଦିନେ ଗଲା ୬ ଜୀବନ
ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼!-->…
ପ୍ରଶାସନିକ ଅବହେଳାର ଚିତ୍ର : ମୌଳିକ ସୁବିଧାରୁ ବଞ୍ଚିତ ନଦୀକୂଳିଆ ଗ୍ରାମ ‘ତେନ୍ତୁଳିପଦର’
କୋଟପାଡ଼/କୋରାପୁଟ : ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଯୋଜନା ଯେମିତି କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ନଦୀକୂଳିଆ ଗାଁ ‘ତେନ୍ତୁଳିପଦର’ ପାଇଁ ସାତସପନ ପାଲଟିଛି। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲେ ମଧ୍ୟ!-->!-->!-->…
ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !
ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା!-->…
ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ, ବିଲରେ ଟ୍ରାକ୍ଟର ଯୋଗେ ହଳ କରି!-->…
ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ
ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶାରେ ସରକାରୀ ସେବା ପ୍ରଦାନରେ ବିଳମ୍ବ!-->…
ସୋଲାର କରେଣ୍ଟ ଲାଗି ହାତୀ ମୃତ
ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ ଲାଗିଥିଲା । ମୃତ ହାତୀ ଛୁଆର ବୟସ!-->…
ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ
ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ!-->…
ଲଗାଣ ବର୍ଷାରେ ବେହାଲ୍ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି
କୋରାପୁଟ : ଉତ୍ତର ପରେ ବୁଡ଼ିଲା ଦକ୍ଷିଣ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ କୋଟପାଡ଼ ଅଞ୍ଚଳ । ଗୁମୁଡା, ସଡ଼ରଙ୍ଗା, ବଣିଆ, ସୁତିପଦର ପଞ୍ଚାୟତର ୧୫ରୁ ଅଧିକ ଗାଁଜଳମଗ୍ନ । ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପତନ ବୃଦ୍ଧି ହୋଇଛି ଫଳରେ ୪ଟି ପଞ୍ଚାୟତରେ!-->…