Browsing Category

ଓଡିଶା

ସୁରଟ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା…

ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ଆଉ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା…

ଦଶପଲ୍ଲାରେ ଆତ୍ମଗୋପନ କରିଛନ୍ତି ମାଓବାଦୀ, କମ୍ବିଂ ଅପରେସନ ଜାରି

ଦଶପଲ୍ଲା: ଛତିଶଗଡ଼ ଓ ଓଡ଼ିଶାର ମାଓ ଉପଦ୍ରୁତ ଜିଲାଗୁଡ଼ିକରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ଏଥିପାଇଁ ଛତିଶଗଡ଼ର ଏକ ଛାମୁଆ ମାଓ ସଙ୍ଗଠନ ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଆଧାରରେ ଦଶପଲ୍ଲାରେ ଶୁକ୍ରବାର ରାତିରୁ…

ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି

ଭୁବନେଶ୍ୱର: ସମ୍ପତ୍ତି ତାଲିକା ନଦେଲେ ହେବନି ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ସବୁ ବିଭାଗକୁ ଚିଠି ଲେଖିଲେ ACS ସୁରେନ୍ଦ୍ର କୁମାର । ଜାନୁଆରି ସୁଦ୍ଧା ସବୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏହା…

ବନ୍ଧୁ ସାଜିଲା ବଇରୀ, ଟଙ୍କା ପାଇଁ ନେଲା ସାଙ୍ଗର ଜୀବନ

ଉଦଳା: କଥାରେ ଅଛି ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଟଙ୍କା କେଇଟା ପାଇଁ ସାଙ୍ଗ ଭୁଲିଗଲା ବନ୍ଧୁତା । ମାଂସ ବିକ୍ରି ଟଙ୍କା ପାଇଁ ଇଟାରେ ଛେଚି…

୩୬ ଅଧିକାରୀଙ୍କ ଦରମା ବନ୍ଦ, କାମରେ ଅବହେଳା ଅଭିଯୋଗ

ବାଙ୍କୀ: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଉତ୍ତର ନିର୍ଦ୍ଧାରିତ ସମୟରେ ନଦେବାରୁ ଦରମା ବନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାରୁ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ…

ନୂଆ ରୂପ ନେବ ୟୁନିଟ ୪ ମାଛ ମାର୍କେଟ, ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବଦଳିବ ୟୁନିଟ ୪ ମାଛ ମାର୍କେଟର ରୂପରେଖ । BMC ମେୟର, କମିଶନର , ଅଧିକାରିଙ୍କ ସମୀକ୍ଷା । ପ୍ରସ୍ତୁତ ହେଲା ପ୍ଲାନ, ଆସିଲା ନୂଆ ଡିଜାଇନ। ନୂଆ ଦୋକାନ, ପାର୍କିଂ, ସ୍ଲଟର ହାଉସ, ନୂଆ ରାସ୍ତା ତିଆରି ହେବ । ହାଟ ଭିତରେ ଭଙ୍ଗାଜିବ ବେଆଇନ୍ ଘର…

କମିଛି ଶୀତ ପ୍ରକୋପ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା, କମିଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି । ଆଭ୍ୟନ୍ତର ଓ ପଶ୍ଚିମରେ ଶୀତ ପ୍ରକୋପ ଜାରି ରହିଥିବାବେଳେ ଉପକୂଳରେ…

ଉଚ୍ଚ ଶିକ୍ଷା ସାହାଯ୍ୟ ଆଳରେ ଅଭିଭାବକଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର

ବାଙ୍ଗରିପୋଷି: କେତେବେଳେ ଲୁଟେରାମାନେ ଘରେ ପଶି ଲୁଟ୍ କରନ୍ତି ତ କେତେବେଳେ କାହା ଦୋକାନରେ ପଶି ଲୁଟ କରନ୍ତି । ଆଉ କେତେବେଲେ ମୋବାଇଲ୍ ହ୍ୟାକ୍ କରି ଲୁଟ କରନ୍ତି ଲୁଟେରା । କିନ୍ତୁ ଏଥର ଲୁଟେରାମାନେ ଏକ ନୂଆ ତରିକା ଆପଣେଛନ୍ତି । ଉଚ୍ଚ ଶିକ୍ଷା ସାହାଯ୍ୟ ନାଁରେ ଲୁଟ କରିବା ପାଇଁ…

ମଧ୍ୟାହ୍ନଭୋଜନ ଚାଉଳ ଚାଲାଣ: ଧରା ପଡିଲେ ପ୍ରଧାନଶିକ୍ଷକ

ଅନୁଗୁଳ: ଚୋରି କରୁଥିଲେ ସାର୍ । ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି…