Browsing Category

ଓଡିଶା

ପାରିବାରିକ କଳହ: ମା’ ସହ ଝଗଡ଼ା ଲାଗି ଜୀବନ ହାରିଲେ ନାବାଳିକା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ ଅଭିଯୋଗ ହୋଇଛି । ଖବର ଅନୁସାରେ ଛାତ୍ରୀ ଜଣକ ସ୍କୁଲ ନ

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା କାମ ନକଲେ ଦରମା ବନ୍ଦ

ଭୁବନେଶ୍ୱର : କାମ ନ କଲେ ଦରମା ବନ୍ଦ । ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ଯାହା ଆବଶ୍ୟକ ପଦକ୍ଷେପ ନେବେ ସରକାର । ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସେମାନଙ୍କ କ୍ୟାଡର ପୁର୍ନଗଠନ ନେଇ

ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ

ପ୍ରଶାସନିକ ଉଦାସୀନତା: ବିପଦସଙ୍କୁଳ ଅବସ୍ଥାରେ ବାଲିମେଳା ଡ୍ୟାମ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାର ର ଡାଇକ-୧ ଡ୍ୟାମ ରେ ହୋଇଥିବା ପଥର ପିଚିଂ ର ପଥର ଗୁଡ଼ିକ ବାହାରି ଏଣେତେଣେ ପଡ଼ିଛି । ପଥର ଗୁଡ଼ିକ ବାହାରିଯିବା ଫଳରେ ପାଣି ପଶି ମାଟି ଧସେଇ ଯିବାର ସମ୍ଭାବନା ରହିଛି ଏବଂ ଉପର ଆଡକୁ ଥିବା ଅନ୍ୟ ପଥର ସବୁ ଖସି ଯିବାର ଭୟ

ଆସିଛି ଡାକରା, ରାଷ୍ଟ୍ରପତି ଭବନ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସ ପାଳନ

‘ଅନ୍‌ଲାଇନ ଗେମ୍‌’ ନେଲା ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏଣିକି ସମସ୍ତ ସରକାରୀ ଅଫିସରେ ଏଆଇ କ୍ୟାମେରା ଲାଗିବ

ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ

ସ୍ୱାଧୀନତା ଦିବସରେ କିଏ କେଉଁଠାରେ କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ

ଭୁବନେଶ୍ବରେ ନିର୍ମାଣ ହେବ ସେମିକଣ୍ଡକ୍ଟର ୟୁନିଟ, ଖର୍ଚ୍ଚ ହେବ ୧୯୪୩ କୋଟି

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ । ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ

ଗୁଣି ସନ୍ଦେହରେ ଯୁବତୀକୁ ଉଲଗ୍ନ କରି ମାଡ଼, ଗାଁରେ ଉତ୍ତେଜନା

ଯାଜପୁର : ଏବେ ଵି ଲୋକେ ଅନ୍ଧବିଶ୍ୱାସର ବଶିବର୍ତ୍ତୀ । ଗୁଣି ଗାରେଡି ଵା ହୁକୁମ ଦ୍ୱାରା ଲୋକ ଭଲ ହେବା ଆଶାରେ ଠାକୁରାଣୀ ଵା କୌଣସି ବାବା ମାତାଙ୍କ ନିକଟରେ ଅଧିଆ ପଡୁଛନ୍ତି । ତେବେ ଗୁଣି ଗାରେଡି ସନ୍ଦେହରେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ । କେବଳ ସେତିକି