Browsing Category

ଓଡିଶା

ମାର୍ଚ୍ଚ ୮ରେ ସୁଭଦ୍ରା ନୂଆ ହିତାଧିକାରୀଙ୍କୁ ଏକାଥରେ ମିଳିବ ୨ଟି କିସ୍ତି

ଭୁବନେଶ୍ୱର : ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହେଲା ଆବେଦନ । ମାସେ ଯାଏଁ ଆବେଦନ କରି ହେବ । ଆବଶ୍ୟକ ପଡିଲେ ସମୟ ସୀମା ମଧ୍ୟ ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ରେ…

ନୂଆପଡ଼ା ଉପ-ନିର୍ବାଚନ: ସୁରକ୍ଷା ବ୍ୟବସ୍ଥାରେ ଓଡ଼ିଶା ପୋଲିସ ସହ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ…

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍ : ନିର୍ବାଚନୀ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ

ବ୍ରହ୍ମପୁର: ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍…

ଜଳ ସମ୍ପଦ ବିଭାଗର ବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ…

ପୋଖରୀରୁ କୁମ୍ଭୀର ଉଦ୍ଧାର

ପଟ୍ଟାମୁଣ୍ଡାଇ: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ। ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମରେ ବିଶ୍ୱନାଥ ନାୟକଙ୍କ ପୋଖରୀରୁ ଧରାହୋଇଛି ୧୦ ଫୁଟ ଲମ୍ବର କୁମ୍ଭୀର। ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିନେଇଛନ୍ତି। ସୂଚନା ମୁତାବକ, ଗୁରୁବାର ବିଳମ୍ବିତ…

୩ରେ ନୂଆପଡ଼ା ଗସ୍ତ କରିବେ ନବୀନ

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ଏ ସମ୍ପର୍କରେ ଶୁକ୍ରବାର ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ…

ଟ୍ରକ୍ ଧକ୍କାରେ ଜଣେ ମୃତ, ୨ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ଟ୍ରକ୍ ଧକ୍କାରେ ବାପା ମୃତ,ଝିଅ ଓ ଦାଦା ଗୁରୁତର I  ଆଜି ଦିନ ପ୍ରାୟ ୧୧ଟା ବେଳେ ସଦର ଥାନା ଉପର କୁସୁମିତା କଶିରାସାହିର ବିଦ୍ୟାଧର ନାଏକ  ଝିଅକୁ ରାଇସୁଆଁ ଆବାସିକା ବିଦ୍ୟାଳୟରେ ଛାଡ଼ିବାକୁ ଘରୁ ଭାଇଙ୍କ ସହ ମୋଟର ସାଇକେଲରେ ଯାଇଥିଲେ ।  ପଦ୍ମପୁର ବଜାରରୁ ଝିଅ…

୨୧ ବର୍ଷ ହୋଇଥିଲେ ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ । ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ ।  ୨୧  ବର୍ଷ ହୋଇଥିଲେ କରିପାରିବେ ସୁଭଦ୍ରା ଆବେଦନ । ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଯେଉଁମାନେ 20 ରୁ 21 ବର୍ଷରେ ପହଁଚିଲେ ସେମାନେ ଆବେଦନ…

ପ୍ରୀତିରଞ୍ଜନଙ୍କ ଭଡ଼ା ଘରେ ଚଢ଼ାଉ

ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍‌ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ…

କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ

କଟକ : ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ଆହୁରି ବଢିଲା ବିବାଦ।କଟକ ମହାନଗର ନିଗମ କାଉନସିଲ୍ ବୈଠକରେ ୫୧ ନମ୍ବର କର୍ପୋରେଟର ରାକେଶ…