Browsing Category

ଓଡିଶା

ଉଦ୍ଘାଟନ ଅପେକ୍ଷାରେ ଅତିରିକ୍ତ ଶ୍ରେଣୀ ଗୃହ : ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢା

କୋରାପୁଟ /କୋଟପାଡ଼ : ଅବହେଳିତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିଛି ଗୋଟିଏ ଶ୍ରେଣୀ ଗୃହରେ l ଅତିରିକ୍ତ ଶ୍ରେଣୀ ଗୃହ ବର୍ଷେ ହେଲାଣି ଉଦ୍ଘାଟନ ଅପେକ୍ଷାରେ lଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋଟପାଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ଛତର୍ଲା ପଞ୍ଚାୟତ ସ୍ଥିତ ଟିକ୍ରାଗୁଡା

ତିନିଦିନିଆ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକରଞ୍ଜନୀ’ ଉଦ୍‌ଯାପିତ

ଅନ୍ତିମ ସନ୍ଧ୍ୟାରେ ଗୀତିନାଟ୍ୟ, ଭାରତଲୀଳା ଓ ଭୂତକେଳି ଦର୍ଶକଙ୍କ ମନ ମୋହିଲା ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ

ତହସିଲଦାରଙ୍କ ଘରେ ଭିଜିଲାନ୍ସ,, ଗାଡ଼ି ଯାଞ୍ଚ ବେଳେ ୫ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼ : ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ନଗଦ ଜବତ କରିଛି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ରାଜାବସା ଛକ ନିକଟରେ କାବୁ କରିଛି । ମୁରଲୀଧର ଉର୍ମାଲ ଲାଠିକଟା କାର୍ଯ୍ୟାଳୟରୁ ଭଡ଼ା ଅଫିସ୍ ଗାଡ଼ି ସ୍କର୍ପିଓରେ

ବିଲ ପାଣିରୁ ମୃତଦେହ ମିଳିବା ଘଟଣା: ମିଳିଲା ଯୁବକଙ୍କ କଟାମୁଣ୍ଡ, ବଳି ଦେଇଥିବା ଚର୍ଚ୍ଚା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ବିଲରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ନୂଆ ମୋଡ। ମୃତ ଯୁବକ ଜଣକ ବଗଡା ଗାଁର ସନ୍ତୋଷ ଖର୍ସେଲ (୪୦) ହୋଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କୁ ବଳି ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କ

ଖୁବଶୀଘ୍ର ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ଭୁବନେଶ୍ବର : ନନ୍ଦନକାନନରୁ ଖୁସି ଖବର। ଆସୁଛନ୍ତି ନୂଆ ବିଦେଶୀ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସର୍ପାଘାତ

ରାଜନଗର : ନେତାଙ୍କୁ କାମୁଡ଼ିଲା ସାପ ।  ବନ୍ୟା ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ ।  ରାଜନଗର ମେଡିକାଲରେ ଅଂଶୁମାନ ମହାନ୍ତିଙ୍କ ଚାଲିଛି ଚିକିତ୍ସା ।  ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।  ମେଡ଼ିକାଲରେ ତାଙ୍କୁ ଅବଜରଭେସନରେ ରଖାଯାଇ

ଗୁଳି ମାଡ଼ କରି ଲୁଟିନେଲେ ବାଇକ, ଯୁବକ ଗୁରୁତର

ଟାଙ୍ଗି : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ପାଇକ ସାହିରେ ଗୁଳି ଫୁଟାଇ ଲୁଟ । ଗୁଳି ଫୁଟାଇ ଲୁଟି ନେଇଗଲେ ଦାମୀ ବାଇକ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି । ଗୁରୁତର ଯୁବକଙ୍କ ନାମ ପିଣ୍ଟୁ ନାୟକ, ବୟସ ୨୪ ବର୍ଷ । ଘର ନୟାଗଡ଼

ବନ୍ୟା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ଗେଟ୍, ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍

ଆନନ୍ଦପୁର: ଆନନ୍ଦପୁର ବ୍ୟାରେଜ୍ ଗେଟ୍ ପରିଚାଳନାରେ ଅନିୟମିତତା । ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ବେଳେ ମନଇଚ୍ଛା ଗେଟ୍ ଖୋଲିବାକୁ ନେଇ ପ୍ରଶ୍ନ। ବନ୍ୟାର ପ୍ରକୋପ ଶୀର୍ଷରେ ଥିବା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ର ଗେଟ୍ । ବିଦ୍ୟୁତ୍ ଉତ୍ପାଦନ

ଦୁର୍ଘଟଣା ପରେ ଅନ୍ତନଳୀକୁ ଧରି ୨ କିମି ଚାଲିଲା ନାବାଳକ, ଅପରେସନ୍ ପରେ ପାଇଲା ନୂଆ ଜୀବନ

ବ୍ରହ୍ମପୁର : ୧୧ ବର୍ଷୀୟ ନାବାଳକର ସାହସକୁ ସଲାମ୍ । ସାହାସ କଲା ନୂଆ ଜୀବନ ପାଇଲା । ଦୁର୍ଘଟଣା ପରେ ନିଜ ପେଟର ଅନ୍ତନଳୀକୁ ସ୍କୁଲ ୟୁନିଫର୍ମରେ ଧରି ଦୀର୍ଘ ଦୁଇ କିଲୋମିଟର ଯାଇ ଘରେ ପହଞ୍ଚିଲା । ପରିବାର ଲୋକ ତୁରନ୍ତ ଡାକ୍ତରଖାନା ବାହାରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ

ବୈତରଣୀରେ ୫୦ ଫୁଟର ଘାଇ, ପ୍ରଭାବିତ ହେବ ୪ଟି ପଞ୍ଚାୟତ

ଆଳି : ବୈତରଣୀରେ ୫୦ ଫୁଟର ଘାଇ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା କନପୁର-ଗୁଣ୍ଠଳ ରାସ୍ତାରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ଫଳରେ ବୈତରଣୀ ନଦୀର ପାଣି ଏବେ ଗାଁ ମୁହାଁ ହୋଇଛି । ଘାଇ ଯୋଗୁ ୪ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି ।