Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା; ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ
ଭୁବନେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ତାଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ଆସନ୍ତା ଜୁଲାଇ ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ!-->…
ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର
କେନ୍ଦ୍ରାପଡା: ଘରେ ପାଣି, ଗାଁ ଚାରିପଟେ ପାଣି। ବନ୍ୟା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଏପଟେ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ ଦେଖାଦେଇଛି । ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଭୟଭୀତ ଅଛନ୍ତି । ଚଉଦ କୁଲାଟ!-->…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଆସୁଛି ବଡ଼ ବର୍ଷା
ଭୁବନେଶ୍ୱର : ପୁଣି ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୨ରୁ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଫଳରେ୨୩ ତାରିଖରୁ ରାଜ୍ୟରେ ବଢିବ ବର୍ଷା ପରିମାଣ । ୨୬ ତାରିଖ!-->…
ପ୍ରକାଶ ପାଇଲା instant ରେଜଲ୍ଟ , ପାସ ହାର ୯୦.୫୭ %
ଭୁବନେଶ୍ୱର : ପ୍ରକାଶ ପାଇଲା +୨ ତତ୍କାଳ ପରୀକ୍ଷା ଫଳ । ସମୁଦାୟ ୧୦୦୮ ପରୀକ୍ଷାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମୁଦାୟ ୯୧୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସମୁଦାୟ ପାସ୍ ହାର ରହିଛି ୯୦.୫୭ % । ଚଲିତ ବର୍ଷ ବିଜ୍ଞାନ ରେ ୮୯.୩୬% ,କଳାରେ ୯୦.୫୦ % ବାଣିଜ୍ୟରେ ୯୩.୯୮ % ,ଧନ୍ଦା ମୁଳକ!-->…
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବାଲେଶ୍ୱର : ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ଜୋର । FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର!-->…
ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ
ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ଶରଧାପୁର ଗାଁର ଏହି ଯୁବ ନେତା ଜଣଙ୍କ ଜଣେ!-->!-->!-->…
ସୋସିଆଲ ମିଡିଆରେ ମୃତ ଛାତ୍ରୀଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ, ଜଣେ ଯୁବକ ଗିରଫ
ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ ମିଡିଆରେ ଛାତ୍ରୀଙ୍କ ଖବରକୁ ନେଇ ସବୁଠୁ ବେଶି ଚର୍ଚ୍ଚା । ଯିଏ ଯାହା!-->…
ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ
ରାୟଗଡ଼ା: ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନେ ବାରମ୍ବାର ଦୁଷ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ପୁଣି ବିଷମକଟକରେ ଦେଖିବାକୁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ଜା ଜନକ ଘଟଣା । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ!-->…
ରେଭେନ୍ସା ବିଶ୍ୱବିଦ୍ୟାଳୟରେ କଟକଣା ପ୍ରତ୍ୟାହୃତ, ଆସିବ ନୂଆ ବିଜ୍ଞପ୍ତି
କଟକ : ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ!-->…
ଜିଏମ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାରଣ ଘଟଣା: କୁଳପତି ଜାରି କଲେ ଆଡଭାଇଜରି
ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ଆଡଭାଇଜରି । ଏଥିସହ ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ ।
ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ!-->!-->!-->…