‘ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ-ନିଗମ ପଦବୀ’

youtube

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ ନିଗମ ପଦପଦବୀ । ସୂଚନା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।  କହିଲେ, ନୂଆପଡ଼ା ଉପନିର୍ବାଚ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ହେବ ଘୋଷଣା ।  କାହାକୁ କେଉଁ ପଦବୀ ଦିଆଯିବ ବିଚାର ବିମର୍ଶ ପରେ ନିଷ୍ପତ୍ତି ସରିଛି । ନୂଆପଡ଼ା ଉପନିର୍ବାଚ ପାଇଁ ଏହା ଘୋଷଣା ହୋଇ ପାରି ନାହିଁ ।  କେବଳ ବିଜେପି ରାଜ୍ୟ ପଦାଧିକାରୀ ଟିମ ଘୋଷଣା ହୋଇଛି ।  ନିର୍ବାଚନ ପରେ ହିଁ ବୋର୍ଡ ନିଗମ କମିଶନ ପାଇଁ ଯେଉଁ ପଦ ପଦବୀ ଖାଲି ପଡ଼ିଛି ତାହା ଘୋଷଣା ହେବ ।

Leave A Reply

Your email address will not be published.