Browsing Category

ଓଡିଶା

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆୟୁଷ୍ମାନ ଯୋଜନା ବ୍ୟୟବରାଦ ୪୭୫୩ କୋଟି

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ୍‌ ୧୧ରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି। ନୂଆ ସରକାର ଆସିବା ପରେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୩.୪୭ କୋଟି ହିତାଧିକାରୀ ସାମିଲ ହୋଇଥିବା‌େ‌ବଳେ ୧.୪୭ କୋଟି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି।…

ସରକାରୀ ଉନ୍ନତ ଉଚ୍ଚ ମାଧମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୫”…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନସ୍ଥ ବେହେଡା ସରକାରୀ ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭୀ-୨୦୨୫" ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସୁପ୍ତ ପ୍ରତିଭାକୁ…

ବିଜେପିରୁ ପ୍ରାର୍ଥୀ ହେଲେ ଜୟ ଢୋଲକିଆ, ଆସନ୍ତାକାଲି ଭରିବେ ନାମାଙ୍କନ

ନୂଆପଡ଼ା: ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। …

ତୁଟିଲା ଦ୍ୱନ୍ଦ୍ୱ : ୨୦ରେ ପାଳନ ହେବ ଦୀପାବଳି ଓ ପୟାଶ୍ରାଦ୍ଧ

ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ । ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ । ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣ କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା । ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି…

ସ୍ନେହାଙ୍ଗିନୀ ଛୁରିଆ ବିଜେଡିର ନୂଆପଡ଼ା ବିଧାନସଭା ପ୍ରାର୍ଥୀ

ଭୁବନେଶ୍ଵର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି। ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ…

ନୂଆପଡାରେ ବିଜେପିର ମିଶ୍ରଣ ପର୍ବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରାୟ ୧୮ଜଣ ସରପଞ୍ଚ, ୨୦ଜଣ ସମିତି ସଭ୍ୟଙ୍କ ସହ ପ୍ରାୟ ୩୦ଟି ବିଭିନ୍ନ ସଂଗଠନର ଅଧିକାରୀ ଏବଂ ଶହ ଶହ କର୍ମୀ…

ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି, ’୩୫ ଲକ୍ଷ ନଦେଲେ ପରିବାରକୁ ମାରିଦେବି’

ଭବାନୀପାଟଣା : ବାପାଙ୍କଠୁ ୩୫ ଲକ୍ଷ ଟଙ୍କା ଆଦାୟ ପାଇଁ ଧରାପଡ଼ିଲା ପୁଅର କାରସାଦି । ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୋଲିସ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି…

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ୫ କିଲୋ ଅଧିକ ଚାଉଳ

ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ…

ଶ୍ବଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ

କେନ୍ଦୁଝର : ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗାଁରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର…

କଂଗ୍ରେସ ଭବନରେ ହାଇଡ୍ରାମା, ପୁଣି ବିବାଦରେ ଛନ୍ଦି ହେଲେ ନାଣ୍ଡୁ ଧଳ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ଧଳଙ୍କ ଲାଗି ତମ୍ବିତୋଫାନ । ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ପାଣ୍ଡୁ ବାବୁ । କଂଗ୍ରେସ ଭବନକୁ ଆସିଥିଲେ ହେଲେ ତାଙ୍କୁ ଭିତରେ ପ୍ରବେଶ କରାଇ ଦିଅଗଲା ନାହିଁ ବୋଲି କହିଛନ୍ତି ନାଣ୍ଡୁ ଧଳ । କିଛି…