Browsing Category

ଓଡିଶା

ଓଡ଼ିଶା ପୁଲିସର ହେବ ନବକଳେବର, ଖୁବ୍‌ଶୀଘ୍ର ଗଠନ କରାଯିବ ୩ଟି ସ୍ୱତନ୍ତ୍ର ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା ପୁଲିସରେ ଏକ ବଡ଼ଧରଣର ସଂସ୍କାର ଅଣାଯାଇଛି। ଖୁବ୍‌ଶୀଘ୍ର ଓଡ଼ିଶା ପୁଲିସରେ ୩ଟି ସ୍ୱତନ୍ତ୍ର ନୂତନ ବିଭାଗ ଗଠନ କରାଯିବ। ଏ ସଂପର୍କରେ ପୁଲିସ ମହାନିର୍ଦେଶକ

ବିଡିଓଙ୍କ ପରିଚୟ ଦେଇ ପ୍ରିନ୍ସିପାଲଙ୍କଠାରୁ ୨୦ ହଜାର ଲୁଟ୍‌

ଉଦଳା : ବିଡ଼ିଓ ହୋଇ ପ୍ରିନ୍ସିପାଲଙ୍କୁ ଠକିଲେ ସାଇବର ଲୁଟେରା । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ୱପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଲୁଟ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ଠାରୁ ଲୁଟ । ସୂଚନା

କୋହଳ ହେଲା ଅନୁକମ୍ପାମୂଳକ ନିଯୁକ୍ତି ନିୟମ

ଭୁବନେଶ୍ବର: କାର୍ଯ୍ୟରତ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ ତଥା କର୍ମଚାରୀ ଅନୁକୂଳ କରାଯାଇଛି। ଏଥିପାଇଁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଆସନ୍ତା ୧୮ ତାରିଖ

୩ କୋଟିର ସରକାରୀ ପାଣ୍ଠି ଆତ୍ମସାତ; ଦୁଇ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ଦୁଇ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଗୁରୁବାର ଦିନ ଗିରଫ କରିଛି। ତିର୍ତ୍ତୋଲ ବ୍ଲକର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (SRA) ଏବଂ

ଚାର୍ଜ ବସାଇ ଦେଖୁଥିଲେ ଫୋନ; ବଜ୍ରପାତ ଘଟି ଚାଲିଗଲା ଜୀବନ

କୋରାପୁଟ : ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ଫଳରେ ନାବାଳକଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା । ଗତକାଲି ସନ୍ଧ୍ୟାରେ ନନ୍ଦପୁର

ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଦୃର୍ବୁତ୍ତ…

ନୟାଗଡ଼ ,୧୨/୦୮(ନିସର୍ତ୍ତ): ପୁଣି ଫେରିଲା ପଲସର ଆତଙ୍କ ।କୋଇଲମା ଛକ ନିକଟରେ ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ତିନି ଦୃର୍ବୁତ୍ତ । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୋଟଗଡ ଘାଟି ନିକଟରେ ବୁଧବାର ଦିନ ଅପରାହ୍ନ ସମୟରେ ତିନି ଜଣ ଦୃର୍ବୁତ୍ତ ଚୋରି

ବିଭିନ୍ନ ଦାବି ନେଇ ବାଣୀବିହାର ଲ’ କଲେଜ ଅଧ୍ୟକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ବାଣୀବିହାର ଲ’ କଲେଜରେ ଛାତ୍ର ଅଶାନ୍ତି । ଅଧ୍ୟକ୍ଷଙ୍କୁ ଘେରିଲେ ଆଇନ ଛାତ୍ରଛାତ୍ରୀ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ପୋଲିସ ମୁତୟନ । ବିଭିନ୍ନ ଦାବି ଏବେ ଅଭିଯୋଗ ନେଇ କଲେଜ ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ । ଅଧ୍ୟକ୍ଷ ଜୁନିୟର ସିନିୟରଙ୍କ

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ

ଭୁବନେଶ୍ୱର : ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି (DNB) ସିଟ୍କୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ

ସାରା ରାଜ୍ୟରେ ୧୬ ତାରିଖ ଯାଏ ବର୍ଷା, ରେଡ ଆର୍ଲଟ ଜାରି

ଭୁବନେଶ୍ୱର : ଭୀଷଣ ବର୍ଷିବ । ଜାରିହେଲା ରେଡ ଆର୍ଲଟ । ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି। ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା। ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ