Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜିଲ୍ଲାପାଳଙ୍କ ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ ଓ ଢୋଲମରା!-->…
ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା କଲେ ପୁଅ, ୨ ଜଣଙ୍କୁ ବାନ୍ଧିଲା ପୁଲିସ
ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସମ୍ପତ୍ତି ଜାଲିଆତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ପୁଅଙ୍କୁ ଗିରଫ କରିଛି। ସେମାନେ ସରକାରୀ ରେକର୍ଡରେ ନିଜ ମା’କୁ ମୃତ ଘୋଷଣା କରି ତାଙ୍କ ଜମି ଏବଂ ଘର ଦଖଲ କରିବା ପାଇଁ ପ୍ରୟାସ କରିଥିଲେ।
ଜୟନଗର ଗ୍ରାମର ୪୪!-->!-->!-->…
ପାଟଣା ବନାଞ୍ଚଳରେ ଆତଙ୍କ ରଚୁଛନ୍ତି ୨୬ ଟିକିଆ ହାତୀ ପଲ
ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
!-->!-->!-->…
ଆଇଆଇଆର୍ଏଫ୍ ରାଙ୍କିଙ୍ଗ୍ ; ଏମ୍ସକୁ ପଛରେ ପକାଇ ଏସ୍ସିବି ଓଡ଼ିଶାରେ ଏକ ନମ୍ବର
ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା। ଇଣ୍ଡିଆନ୍ ଇନିଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱକ-୨୦୨୬ (ଆଇଆଇଆରଏଫ)ରେ ରାଜ୍ୟର ପ୍ରମୁଖ ତିନି!-->…
ଭିତରକନିକାରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଚାଲିବ EV ବୋଟ୍
ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା ବୋଟ୍ ମାଲିକ, ଜିଲ୍ଲାପାଳ, ଡିଏଫଓ ଏବଂ!-->…
ରାଉରକେଲା ଷ୍ଟେସନରେ ଭୁଶୁଡ଼ିଲା ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରାଉରକେଲା: ଭୁଶୁଡ଼ିଲା ଷ୍ଟେସନର ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାଉରକେଲା ରେଳ ଷ୍ଟେସନରେ ବଡ଼ ଅଘଟଣ । କିଛି ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍ ହଠାତ ଭୁଶୁଡ଼ି ପଡ଼ିଛି । ରାଉରକେଲା ରେଳବାଇ ଷ୍ଟେସନ ସଂପ୍ରସାରଣ କାର୍ଯ୍ୟ ପାଇଁ ଲାଗିଥିବା ଟେଣ୍ଟ ଗତ କିଛି ଦିନ ପୂର୍ବରୁ!-->…
ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ
ଯାଜପୁର : ଏକାସାଙ୍ଗରେ ଜଳିଲା ବାପ-ପୁଅଙ୍କ ଜୁଇ । ଲୁହରେ ଭିଜିଲା ଗାଁ । ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଗଲା ବାପାର ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୋସ୍ତା ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ । ମୃତକ ହେଲେ ସୁବ୍ରତ!-->…
ସୁନା ଦୋକାନୀଙ୍କ ଉପରକୁ ଗୁଳି ମାଡ଼
ସୋର: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା । ପୋଲିସ ଗୁଳି ସହିତ ବାଇକ!-->…
୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ନବୀନଙ୍କ ଦାବି
ଭୁବନେଶ୍ୱର : ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଉ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ। ଶଙ୍ଖ ଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । !-->…
ଢେପାଗୁଡ଼ାରେ ଭୂ-ସ୍ଖଳନ ଆଶଙ୍କା; ପ୍ରଶାସନର ନିଷେଧାଜ୍ଞା ସ୍ୱତ୍ତେ ଭିଟାମାଟି ଛାଡୁନାହାନ୍ତି ଗ୍ରାମବାସୀ
ଭଞ୍ଜନଗର:ବାରମ୍ବାର ଭୂ-ସ୍ଖଳନ ଘଟି ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଢ଼େପଗୁଡ଼ା ଗ୍ରାମବାସୀଙ୍କ ପାଇଁ ଏବେ ନିର୍ଣ୍ଣାୟକ ସ୍ଥିତି ଉପୁଜିଛି। ଗୁରୁବାର ରାତିରେ ଗ୍ରାମର ବିଜୟ ନାୟକ, ଅନନ୍ତ ନାୟକ ଓ ବୃନ୍ଦା ନାୟକଙ୍କ ଘର ସମ୍ମୁଖରେ ଭୁ – ସ୍ଖଳନ ଘଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବା!-->…