Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ
ଯାଜପୁର : ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ। ଆଜି ନିର୍ବାଚନମଣ୍ଡଳୀର ଆରୁହା ପଞ୍ଚାୟତରେ ଚାଲିଥିବା ହିଙ୍ଗୁଳା ଯଜ୍ଞ!-->…
ରାମ ମନ୍ଦିର ଆଗରୁ ଶିଶୁ ପୁତ୍ର ଚୋରି ଅଭିଯୋଗ; ପୋଲିସର ତନାଘନା
ଭୁବନେଶ୍ବର: ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ!-->…
ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ମହିଳା
ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତ୍ବ ଆଳରେ ଟଙ୍କା ଠକିଥିବା ମହିଳା ଗିରଫ । ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକେଇ ଅଭିଯୋଗରେ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କଲା ଭୁବନେଶ୍ବର ସାଇବର ଥାନା ପୋଲିସ । ଅନ୍ଧାରୁଆ ଗାଁର ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ ସହ ଫେସବୁକ୍ ରେ!-->…
ଶ୍ରୀମନ୍ଦିର ପତିତପାବନ ବାନା ନେଇ ଉଡିଗଲା ଚିଲ !
ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି!-->!-->!-->…
୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା ‘ଦକ୍ଷିଣକାଳୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା' ଦକ୍ଷିଣ କାଳୀ!-->…
ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ, ଜନସମୁଦ୍ର ପାଲଟିଛି ପୀଠ
ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ଶୈବପୀଠରେ ଅନୁଷ୍ଠିତ ହେଉଥିବା ଚଡକ ଯାତ୍ରାର ଆଜି ହେଉଛି ପାଟ ପର୍ବ। ଗତକାଲି ଅନୁଷ୍ଠିତ ହୋଇଥିଲା ମହାନୀଳ ପର୍ବ। ନୀଳ ପର୍ବରେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ଥମ୍ବୀ କାଠ ଉଠାଇ ମନ୍ଦିର ଚତୁର୍ପାର୍ଶ୍ବରେ ପରିକ୍ରମା କରାଯାଇ ନିତୀକାନ୍ତି ସମାପନ!-->…
ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା
ଭୁବନେଶ୍ବର: ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪ । ଆଜି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଲାଗୁ ହୋଇଛି । ଚଳିତ ବଜେଟ୍ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ଆଜି ରାଜ୍ୟପାଳ ହରିବାବୁ!-->…
ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ, ଶ୍ରୀମନ୍ଦିର ପ୍ରଶାସନର ସୂଚନା କେନ୍ଦ୍ରରେ କ୍ରୟ ପାଇଁ ଉପଲବ୍ଧ
ପୁରୀ : ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହା ଲୋକାର୍ପିତ!-->…
ରାଉରକେଲାରେ ଚାଞ୍ଚଲ୍ୟ; ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଦିନକ ପରେ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।
ତେବେ ଉଦ୍ଧାର ଯୁବକଙ୍କ ପରିଚୟ ଅସ୍ପଷ୍ଟ!-->!-->!-->…
ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ଅଭିଯୋଗ, ଦମ୍ପତିଙ୍କୁ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା
ସୋର: ଦମ୍ପତିଙ୍କୁ ବାନ୍ଧି ୫ ଲକ୍ଷ ଟଙ୍କା ଲୁଟିନେଲେ । ପୋଷ୍ଟ ମାଷ୍ଟର ଘରୁ ଲୁଟ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗାଁର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକଙ୍କ ଘରୁ ଡକାୟତି । ଆଖିରେ ପଟି ବାନ୍ଧି ମୁଣ୍ଡରେ ଲୁହା ରଡ୍ ଲଗାଇ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।!-->…