Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏନେଇ ଉପମୁଖ୍ୟମନ୍ତ୍ରୀ!-->!-->!-->…
ଶାନ୍ତି ଶୃଙ୍ଖଳା ସହିତ ରାମନବମୀ ପାଳନ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ରାମନବମୀ ରେଲି ଓ ସଭାଯାତ୍ରା ସମ୍ପୂର୍ଣ ହୋଇଯାଇଛି ! ଆଜି ତା: ୦୬/୦୪/୨୫ ରିଖ ଦିନ ୧୧. ୩୦ ସମୟରେ ବାଇକ ରେଲି ଇନ୍ଦରପୁର ରୁ ବାହାରି ରାଏବଗା, ଝାମନକିରା, ଜାମ୍ବାହାଲ ସଳଙ୍ଗାବାହାଲ ପର୍ଯ୍ୟନ୍ତ ଯାଇ!-->…
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଖପୁରିଆରେ ରଥକାଠ ଚିରଟ ଆରମ୍ଭ
କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ମୁଖ୍ଯ ମହାରଣା, ମନ୍ଦିର ଅଧିକାରୀ ଓ ଅନ୍ଯ!-->…
ରାମନବମୀ ଶୋଭାଯାତ୍ରା: ବାଇକ୍ରେ ଆସି ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ
ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି ।ଅନେକ ସ୍ଥାନରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବାଲେଶ୍ବର ଜିଲ୍ଲା ସୋରରେ ମଧ୍ୟ ଆଜି!-->…
ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର
ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସର ତଦନ୍ତ ଜାରି!-->…
ନାଗରିକଙ୍କ ସେବା କରିବା ଆମ ସମସ୍ତଙ୍କର ସଂକଳ୍ପ ହେଉ: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା। ବିଜେପିର ପ୍ରତିଷ୍ଠା ଦିବସରେ ସମ୍ବଲପୁର!-->…
ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର
ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ!-->…
ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର, ପେସାଦାର ଅପରାଧୀ ଆହତ
ଅନୁଗୁଳ : ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର । ପେଶାଦାର ଅପରାଧୀ କ୍ଷୀରୋଦ ନାଏକ ଗୁରୁତର । କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ ଏହି!-->…
ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ
ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ ଅନୁଧ୍ୟାନ କରାଯାଇଛି।!-->…
ଖଣି ଲୁଟ୍ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଏମସିଏଲ ଖଣି କ୍ଷେତ୍ର ଗୋପାଳପୁର- ଅଞ୍ଚଳରେ ଚାଲିଥିବା ସବୁଠୁ ବଡ଼ ଖଣି ଲୁଟ୍ ଘଟଣା ଥାନାରେ ପହଞ୍ଚିଛି ମାମଲା । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ। ଜୁନିୟର ମାଇନିଂ ଅଫିସର ମଙ୍ଗଲ ହେମ୍ବ୍ରମ ହେମଗିରି ଥାନାରେ ଦେଇଛନ୍ତି!-->…