Browsing Category

ଓଡିଶା

ବ୍ରିଟେନରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ

ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି: ସାମ୍ବାଦିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ: ନିନ୍ଦା କଲା ରାଜ୍ୟ ସାମ୍ବାଦିକ…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି ବଢ଼ିଥିବା ଚର୍ଚ୍ଚା ହେଉଛି। ସେବାୟତମାନଙ୍କର ଶ୍ରୀମନ୍ଦିରରେ ଦୌରାତ୍ମ ବଢ଼ିଯାଇଥିବା ଭକ୍ତମାନେ ଅନେକ ସମୟରେ ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଛାଡୁ ନାହାନ୍ତି। ଆଜି ଅପରାହ୍‌ଣରେ ଗଣମାଧ୍ୟମର ପ୍ରତିନିଧିଙ୍କୁ

ଅପ୍ରେଲ୍‌ ୭ରେ କଳିଙ୍ଗ ଷ୍ଟାଡିୟମରେ ବିଶାଳ ଯୋଗ ମହୋତ୍ସବର ଆୟୋଜନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି (ସୋମବାର) ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ,

ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପୁଣି ଲଘୁଚାପ ସମ୍ଭାବନା । ୪୮ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଦକ୍ଷିଣପୂର୍ବ ବଙ୍ଗୋପସାଗରର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ

ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

ଭୁବନେଶ୍ୱର: ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା । ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ

ପିଏମ୍‌ ଜନମନ ଯୋଜନା: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ

ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ

ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି

ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍‌ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇ ତାରା ବାହିନୀପତି