Browsing Category

ଓଡିଶା

ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍

ଭୁବନେଶ୍ୱର : ବିଧାନସଭା ଇତିହାସରେ ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ଚାଲିଲା ବିଧାନସଭା ।  ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍-୨୦୨୪ ।  ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା ।  ବିଲ୍ ନେଇ ଶାସକ ଓ ବିରୋଧୀ ମଧ୍ୟ ଘମାଘୋ ଟ ଆଲୋଚନା ହୋଇଥିଲା ।

ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ

ଭୁବନେଶ୍ୱର: ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାକୁ

ରାସ୍ତାରେ ପନିପରିବା କୁଣ୍ଢି ରଖି ଚାଷୀଙ୍କ ଆନ୍ଦୋଳନ : ପୋଲିସ ବିରୋଧରେ ବିଷୋଦ୍‌ଗାର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷିମାନଙ୍କୁ ପୋଲିସ ର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଇଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି। ଏଭଳି ପରିସ୍ଥିତିରେ ବୁଧବାର

ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ’, ‘ଖଡିଛୁଆଁ’ ଓ ‘ଶିଶୁ ବାଟିକା’ ର ଶୁଭାରମ୍ଭ

ଭୁବନେଶ୍ବର: ହସ ହସ ମୁହଁ, ଚାରି ପାଖରେ କଅଁଳା ଶିଶୁ... କାହାକୁ ତା ହାତ ଧରି ସିଲଟରେ ବ୍ରହ୍ମା... ବିଷ୍ଣୁ... ମହେଶ୍ବର କହି ଶୂନ ବୁଲାଇ ଦେଉଛନ୍ତି ତ କାହା ମଥାରେ ଆଶୀର୍ବାଦର ହାତ ବୁଲାଇ ଆଣୁଛନ୍ତି । ପୁଣି ମଝିରେ ମଝିଲେ ପିଲାଙ୍କ ସହ ମିଶି ଫଟୋ ଉଠାଉଛନ୍ତି, ସେମାନଙ୍କୁ ବ୍ୟାଗ ଓ ଫଟୋ

‘କୋଶଳି ଭାଷା ହେଉ ରାଜ୍ୟ ଭାଷା’; ଦାବି କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଶଳିକୁ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଗୃହରେ ଦାବି ରଖିଛନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ କୋଶଳିକୁ ଦ୍ବିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ

ଅନାସ୍ଥା ଭୋଟରେ ଶାସନ ଗାଦି ହରାଇଲେ ବ୍ୟାସନଗର ପୌରାଧକ୍ଷା ସଂଗୀତା ପିଙ୍ଗୁଆ

ଯାଜପୁର : ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ । ବିଜେଡ଼ି ବିରୋଧରେ ବିଜେଡିର ରଣହୁଙ୍କାର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ପଦପାଇଁ ମହାଙ୍ଗା ପଡ଼ିଲା । ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ପୌରାଧକ୍ଷା ସଂଗୀତା ପିଙ୍ଗୁଆ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ

ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ, ଅଭିଯୋଗ ପରେ ବୈଠକ କଲେ ପ୍ରଧାନଶିକ୍ଷକ

ବାଲେଶ୍ବର: ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତର ବଣଭୂଇଁ ଆଶ୍ରମ ସ୍କୁଲରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସ୍କୁଲର ଦଶମ ଶ୍ରେଣୀ