Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଛ ଧରିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ
ମହାକାଳପଡ଼ା: ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ମାଛ ଧରାଳି ହେଲେ ବରକନ୍ଧା ଗ୍ରାମର ଚକ୍ରଧର ବେହେରା(୬୯)। ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଗ୍ରାମବାସୀ!-->…
ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ ! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ଟାଟା ଓ ଆଦାନୀ ଗ୍ରୁପ୍
ଭୁବନେଶ୍ୱର: ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନକୁ ନେଇ ବଡ଼ ଖବର। ରାଜ୍ୟରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ଓଡ଼ିଶା ସରକାରଙ୍କ ନିକଟରେ ଅଲଗା ଅଲଗା ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ସରକାର!-->…
ଶ୍ରୀମନ୍ଦିର ଭିତରବେଢ଼ା ଭିଡିଓ ଭାଇରାଲ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ
ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଭିଡିଓ ପ୍ରଘଟ ହୋଇଛି। କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି!-->…
କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ; ୩ ଦିନ ପରେ ନିଖୋଜ ଯୁବକ ଉଦ୍ଧାର
ରାଜନଗର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ସହ ଅପହରଣ ଅଭିଯୋଗର ତିନିଦିନ ପରେ ପୁଲିସ ଦ୍ୱାରା ଉଦ୍ଧାର। ଗତକାଲି ରାତିରେ ରାଜନଗର ଖଣ୍ଡେଇ ପଡାରୁ ନିଖୋଜ ଯୁବକ ଆକାଶ ଉଦ୍ଧାର ହୋଇଛନ୍ତି।ୟୁକେ ମହାବିର ମହାବିଦ୍ୟାଳୟ ମଦନପୁର କଲେଜ ଛାତ୍ରକୁ ମାଡ଼ ଘଟଣାରେ ଛାତ୍ର ଚାଞ୍ଚଲ୍ୟ!-->…
୭ରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଏକ୍ସପ୍ରେସ୍
ଭୁବନେଶ୍ବର : ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ!-->…
ବିରୁଡି ଆକ୍ରମଣରେ ବୃଦ୍ଧ ମୃତ
ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଲକୁ ଯାଇଥିବା ବେଳେ ବିରୁଡ଼ି ପୋକ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ମୃତକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବଡ଼ବିଲ ଗ୍ରାମର ଚେରୁ ବାରିକ | ସୂଚନା!-->…
ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୭ ବହିଷ୍କୃତ, ୨୭ ଜଣଙ୍କୁ କରିଥିଲେ ରାଗିଂ
ରାୟଗଡ଼ା: ରାୟଗଡ଼ା ଛାତ୍ର ଆକ୍ରମଣ ଘଟଣାରେ ଜଡ଼ିତ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି। କୋଲନରା ବିଡିଓ ରୀନା ପ୍ରଧାନ ହାଇସ୍କୁଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ମାନଙ୍କୁ କାଉନସିଲିଂ କରଛି । ଜିଲ୍ଲା ପ୍ରଶାସନ!-->…
ନିର୍ମାଣଧୀନ ଟାଙ୍କିରୁ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ
ସାଲେପୁର : ଆବର୍ଜନା ଟାଙ୍କିରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ । ନିର୍ମାଣଧୀନ ଆବର୍ଜନା ଟାଙ୍କିରେ ଫସିଲେ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଯୁବକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ । କଟକ ମାହାଙ୍ଗା ଥାନା!-->…
ବିବାହର ମାସେ ନପୂରୁଣୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ
ସାଲେପୁର : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ଵିତ ରାତିରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ ଶୈଳେନ୍ଦ୍ର ମଲିକ।
ସୂଚନାନୁଯାୟୀ, ନେମାଳ ଥାନା ସହଦେବପୁର!-->!-->!-->…
ଶୁକ୍ରବାର ସନ୍ଧ୍ୟାରେ ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ, ଡିବିଟି ମାଧ୍ୟମରେ ପୀଡ଼ିତଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ଭୁବନେଶ୍ଵର : ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ରିପୋର୍ଟ ଆସିବା ପରେ ବସିବ ବୈଠକ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ୨୨ଟି ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଇଛନ୍ତି । ଡିବିଟି!-->…