Browsing Category

ଓଡିଶା

ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼, ୩ ଆହତ

ବ୍ରହ୍ମପୁର : ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ

ସରିଲା ଅନୁଭବ- ଜାଗୃତିଙ୍କ ନିର୍ବନ୍ଧ; ଆସନ୍ତା ୧୧ରେ ପଡିବ ହାତଗଣ୍ଠି !

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ

ବଣାଇ: ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ। ଡାକ୍ତରଖାନାରେ କଟରରେ ଗରାକୁ କାଟି ବାହାର ଗଲା ଶିଶୁରୁ ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜାଙ୍ଗଳା ଗାଁରେ ଘଟିଛି ଏପରି ଘଟଣା । ସୂଚନା ଅନୁସାରେ ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର

ପିଜି ପାଇଁ ମାର୍ଚ୍ଚ ୧୦ରୁ ନାମଲେଖା ଆବେଦନ

ଭୁବନେଶ୍ଵର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଠାରୁ Common

ଭୟନାହିଁ ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ୍: ମନ୍ତ୍ରୀ

ଭୁବନେଶ୍ବର: ଚଳିତ ଗ୍ରୀଷ୍ମଋତୁରେ ବିଲ୍ ଅନାଦେୟ ଯୋଗୁ କୌଣସି ବିଦ୍ୟୁତ୍ ବିଚ୍ଛିନ୍ନ ହେବ ନାହିଁ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି। ଅଚଳ ନଳକୂପଗୁଡ଼ିକୁ ମରାମତି କରିବା, ପଶୁମାନଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇବା ଏବଂ ପର୍ଯ୍ୟାପ୍ତ

ରାଜ୍ୟରେ ହ୍ୱାଟ୍ସଆପ୍-ଭିତ୍ତିକ ନାଗରିକ ସେବା ଆରମ୍ଭ ହେବ: ଓଡ଼ିଶା ସରକାର ଏବଂ ମେଟା ମଧ୍ୟରେ ଚୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ମେଟା ଏକ ଏକୀକୃତ ହ୍ୱାଟ୍ସଆପ୍ ଚାଟବଟ୍ ଆରମ୍ଭ କରିବାକୁ ଚୁକ୍ତି କରିଛନ୍ତି ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମସ୍ତ ସାର୍ବଜନୀନ ସେବା ପ୍ରଦାନ କରିବାକୁ ସକ୍ଷମ ହେବ। ଏହି ଚାଟବଟ୍ ମାଧ୍ୟମରେ, ନାଗରିକମାନେ ଜନ୍ମ ଏବଂ ଆୟ ପ୍ରମାଣପତ୍ର ପାଇବା ସହିତ

ବ୍ରହ୍ମପୁରରେ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ବିବେକ ବିହାରରେ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର

ମାର୍ଚ୍ଚ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର - ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯେଗ ଶୁଣାଣିର ତାରିଖ ସମ୍ପର୍କରେ ଖବରକାଗଜ ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏନେଇ ରାଜ୍ୟ

ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡି ୧୨ ୭୩୭୪ ନମ୍ବର ଥିବା ଓ୍ବାଗ୍‌ନର କାର ଏବଂ ଓଡି ୧୯ ଏଚ୍‌ ୪୨୯୫ ନମ୍ବର ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁ ୩ ବାଇକ୍‌

ଓକିଲ ସଂଘର ବିଭିନ୍ନ ପଦ ପଦବୀ ନିର୍ବାଚନ ନିମନ୍ତେ ୧୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଅନ୍ତିମ ଦିନରେ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ ପଦପଦବୀ ନିର୍ବାଚନ ମାର୍ଚ୍ଚ ୨୯ତାରିଖ ରେ ଅନୁଷ୍ଠିତ ହେବ । ଏନେଇ ବୁଧବାର ପ୍ରଥମ ଦିନ ରେ ୯ଜଣ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଗୁରୁବାର ଦ୍ଵିତୀୟ ଦିନ