Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଏଏସ୍ ସ୍ତରରେ ବଦଳି: ଶ୍ଵେତ କୁମାର ଦାଶ, ସିଡିଏ ସଚିବ
ଭୁବନେଶ୍ଵର: ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ!-->…
ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି…
ଭୁବନେଶ୍ବର: ମାତ୍ର ୫ ମାସର ବ୍ୟବଧାନରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବର ଡିସିପିଙ୍କୁ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହିତ ୨୬ଜଣ ଆଇପିଏସ୍ଙ୍କ ପଦବିରେ ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ!-->…
ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍
ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି ଥାନା ଅଧୀନରେ ଅଧ୍ୟାପିକା!-->…
୪ ସକ୍ରିୟ ନକ୍ସଲ ବିସ୍ଫୋରକ ଏବଂ ନକ୍ସଲ ପୁସ୍ତିକା ସହ ଗିରଫ…
ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ୪ ସନ୍ଦିଗ୍ଧ ନକ୍ସଲ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ମଧ୍ୟରେ ଯୋଜନା କରିବାକୁ ଆସିଥିଲେ। ହେଲେ ସୁରକ୍ଷାବାହିନୀର ତତ୍ପର ପଦକ୍ଷେପ ଯୋଗୁଁ ପୁଲିସ ହାତରେ ଧରା ପଡିଲେ।ଏହି ୪ ନକ୍ସଲଙ୍କୁ ଗିରଫ କରିବାରେ!-->…
ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ
ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର । ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ । ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ । !-->…
ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼
ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ!-->…
ବାଙ୍କୀରେ ବାଘୁଆ ମହୁମାଛି ଆକ୍ରମଣ; ଜଣେ ମୃତ ଓ ୩ ଆହତ
କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । ୩ ଜଣ ଆହତ ହୋଇଛନ୍ତି ।
ସୂଚନାମୁତାବକ,!-->!-->!-->…
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ!-->…
୨ ରାଜ୍ୟରେ ୯ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି ସିନ୍ଧୁ ଶର୍ମାଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଗୁରାଲା ବିଜୟ କୁମାର(୩୬) ଏବଂ ସୋଡି ବାଲା କ୍ରିଷ୍ଣା(୨୩)। ଏମାନେ!-->…
ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର
ଭୁବନେଶ୍ବର: ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଆଜି ଅପରାହ୍ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ!-->…