Browsing Category

ଓଡିଶା

ମାଣ୍ଡିଆରୁ ତିଆରି ହେବ ମଦ, ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଭୁବନେଶ୍ଵର: ଏଣିକି ମାଣ୍ଡିଆରୁ ତିଆରି ହେବ ମଦ । ୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବୈଠକରେ ଭଲ ବ୍ରାଣ୍ଡର ବିଦେଶୀ ମଦ

୨୬ରେ ସରିବ ମହାକୁମ୍ଭ: ଶିବରାତ୍ରୀ ଥିବାରୁ ଶେଷ ସପ୍ତାହରେ ସାଙ୍ଘାତିକ ଭିଡ଼

ପ୍ରୟାଗରାଜ: ସରି ଆସୁଛି ସମୟ, ବଢିବାରେ ଲାଗିଛି ଭିଡ । ମହାକୁମ୍ଭ ସରିସରି ଆସୁଥିବା ବେଳେ ପ୍ରୟାଗରାଜରେ ଦିନକୁ ଦିନ ଭିଡ ଅସମ୍ଭାଳ ହେଉଛି । ଆଗରୁ ଶିବରାତ୍ରୀ ଥିବାରୁ ଭିଡ ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । କାରଣ ମହାକୁମ୍ଭ ସରିବାକୁ ଆଉ ହାତରେ ମାତ୍ର ୫ ଦିନ ରହିଛି ।

ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି

ଭୁବନେଶ୍ବର: ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ। ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେବା ପରେ ଏହା କହିଛନ୍ତି ଭକ୍ତ ଚରଣ ଦାସ। ସେ ଆହୁରି କହିଛନ୍ତି, ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ

ବିଧାନସଭାରେ ମାହାଙ୍ଗା ଝଡ, ଅରୁଣ-ସାରଦାଙ୍କ ଭିତରେ କଥା କଟାକଟି

ଭୁବନେଶ୍ଵର: ସରକାରଙ୍କୁ ମହଙ୍ଗା ପଡିଲାଣି ମାହାଙ୍ଗା ପ୍ରସଙ୍ଗ । ବିଧାନସଭାରେ କଥା କଟାକଟି ହେଲେ ଶାସକ ଓ ବିରୋଧି ଗୋଷ୍ଠୀ । ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ବିଧାନସଭା ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ମୁହାଁମୁହିଁ ହୋଇଛନ୍ତି ଅରୁଣ ଏବଂ

KIIT ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବା ସହ ମିଡ ସେମିଷ୍ଟର ପରୀକ୍ଷା ଘୁଞ୍ଚାଯିବ : ଉଚ୍ଚଶିକ୍ଷା…

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଥିଲା କିଟ ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ । ସରକାରଙ୍କ ପକ୍ଷରୁ ୪ଟି ୨୪ ଘଣ୍ଟିଆ ହେଲପ ଲାଇନ ଖୋଲାଯାଇଛି । କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ବର: କାଲିଠୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପ୍ରଥମ ଥର ପାଇଁ ସରକାର ଏଭଳି କିଛି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ଆସନ୍ତାକାଲି ଠାରୁ ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇ ଆସନ୍ତା

ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, ମିଳିପାରେ ଜାତୀୟ ମାନ୍ୟତା!

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାଙ୍କୀ

ସୈତାନ ସାଜିଲା ସାନ ଭଉଣୀ: ଫିଲ୍ମ ଷ୍ଟାଇଲରେ ବଡ଼ ଭଉଣୀ ସହ ପ୍ରେମିକକୁ କଲା ହତ୍ୟା

ରାଉରକେଲା: ତାରିଖ ହେଉଛି ଫେବୃଆରୀ ମାସ ୧୨ ତାରିଖ । ସମୟ ପ୍ରାୟ ଦୁଇଟା ରୁ ତିନିଟା ହେବ । ସ୍ଥାନ ଚାନ୍ଦିପୋଷ ଥାନା କୁମାକେଲା ଓଭରବ୍ରିଜ୍ । ବ୍ରିଜ୍ ନିକଟରେ ଲୋକେ ଯିବା ଆସିବା କରିବା ବେଳେ ଦେଖିବାକୁ ମିଳିଥିଲା ଜଣେ ମହିଳାଙ୍କ ଦରପୋଡା ମୃତଶରୀର । ତେବେ ମୃତ ମହିଳା ଜଣକ ଥିଲେ

ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର

ସୋର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର। ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର। ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର। ସୂଚନା ଅନୁସାରେ