Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର । ବେକରେ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଚାଞ୍ଚଲ୍ୟ । ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି!-->…
ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଅଟକ, ଘଟଣାସ୍ଥଳରୁ ଖୋକା ଜବତ
ରାଉରକେଲା : ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଜଣ ଅଟକ ହୋଇଛନ୍ତି । ଦୁଇ ଗୋଷ୍ଠୀ ବିବାଦ ମଧ୍ୟରେ ଗୁଳିମାଡ଼ ଘଟଣାରେ ପାଞ୍ଚ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ୍ଧମୁଣ୍ଡା ଥାନା ପୋଲିସ । ଗତକାଲି ସନ୍ଧ୍ୟାରେ ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର ଡି ମାର୍କେଟରେ ଫୁଟିଥିଲା ଗୁଳି ।
!-->!-->…
ଅନ୍ଧାରରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି
ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ!-->…
ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ
ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ କରାଯାଇଥିଲା!-->…
କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା
ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ!-->…
କଟକ ବେଲେଶ୍ବର ଡବଲ ମର୍ଡର ଘଟଣା : ଚାକର ଦମ୍ପତିକୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ
କଟକ : କକଟକ ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ମର୍ଡର ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ। ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ହତ୍ଯାକାଣ୍ଡରେ ପ୍ରକୃତ ରହସ୍ୟ କଣ, କେବଳ ଚାକର ସ୍ବାମୀ-ସ୍ତ୍ରୀ ନା ଆଉ କେହି ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି ।!-->…
୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି
ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ତେବେ!-->!-->!-->…
ଜିଲ୍ଲାରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ
ମାଲକାନଗିରି : ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ଶ୍ରମିକ ସଚେତନତା ରଥ ଏକ ମାସ ବ୍ୟାପି ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି,!-->…
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ୩ ବର୍ଷ ପରେ ପୁଣି ଖୋଲା ହେବ ଫାଇଲ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା!-->…
୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ
ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ!-->…