Browsing Category

ଓଡିଶା

ଚିନ୍ତା ବଢ଼ାଇଲା ସାଳନ୍ଦୀ, ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା

ଭଦ୍ରକ : ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ । ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା । ଗାଁ…

ଅଗଷ୍ଟ ୩ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୩ ତାରିଖ ସୋମବାର ଦିନ ସାଧାରଣ ଅଭିଯୋଗ ଶୁଣାଣି ଅଧିବେଶନ କରିବେ ନାହିଁ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅନୁଯାୟୀ, ସାଧାରଣତଃ ସୋମବାର ଦିନ ହେଉଥିବା ଅଭିଯୋଗ ଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ…

ଦନ୍ତା ଆକ୍ରମଣରେ ୨ ମୃତ

କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ…

ଗଡ଼ଗଡିଆ ଘାଟରୁ ପାଣି ଉଠାଇ ପାରିବେନି କାଉଡିଆ, ଲାଗିଲା କଟକଣା

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍‌ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି। ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ…

ସରକାରଙ୍କ ପକ୍ଷରୁ ଲିଜ ଦେବାରେ ଅବହେଳା ଯୋଗୁଁ ରାଜସ୍ୱ ଓ ଖଣି ବିଭାଗର ପୁଷ ମାସ….!

ଜିଲ୍ଲାରେ ମାଳ ମାଳ କ୍ରସର ଚାଲିଛି ଖଣି ବିଭାଗ ର ଆଶ୍ରିବାଦ ରେ.. ମାଲାମାଲ ହେଉଛନ୍ତି, ମାଫିଆ ଓ ବାବୁ ମାନେ ….!ବ୍ରହ୍ମପୁର: ନୂତନ ସରକାର ଆସିବାର ଦୁଇ ବର୍ଷରୁ ଅଧିକ ହେଲାଣି ବାଲି ଓ ପଥର ଖାଦାନ ଗୁଡିକର ଲିଜ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ପଥର ଖାଦାନ ଓ ବାଲି…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍…

ଛୁରୀ ଭୁଷି ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଜୟପୁର : ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ ଅଭିଯୋଗ ।  ଚିକିତ୍ସାଧିନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର OHPC ଯୋଜନା ଉଚ୍ଚ ବିଦ୍ୟାଳୟରେ ହୋଇଛି ଛୁରାମାଡ଼ । ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲରେ ପଢ଼ୁଥିବା ଛାତ୍ରଙ୍କ…

ଟ୍ରେନ ପାଇଲଟିଂରେ ଯିବେ ମହାମହିମ ଦ୍ରୌପଦୀ ମୁର୍ମୁ, ଏସକର୍ଟରେ ରହିବ ୩ ଟି ଟ୍ରେନ

ଭୁବନେଶ୍ଵର : ଟ୍ରେନ ପାଇଲଟିଂରେ ଯିବେ ରାଷ୍ଟ୍ରପତି । ଏସକର୍ଟରେ ରହିବ ତିନୋଟି ଟ୍ରେନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରରୁ ବ୍ରହ୍ମପୁର ଟ୍ରେନରେ ଯିବେ। ଆସନ୍ତା ୩ରୁ ୫ତାରିଖ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୋଲିସ ସେବା ଭବନରେ ପୋଲିସ ଡିଜି…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନକ୍ସଲମୁକ୍ତ ଓଡ଼ିଶା, ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା । ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ବଟି ଆଦାୟକୁ ନେଇ ନିଶା ବେପାରୀକୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଜିତୁ କାଣ୍ଡି । ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ମୁଣ୍ଡରେ…