Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି । ପ୍ରତି ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି!-->…
ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଶିଶୁଙ୍କ ବୟସ ୫, ୬ ଓ ୭ ବର୍ଷ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏହି ଦୁଃଖଦ!-->!-->!-->…
ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଚୌଦ୍ୱାର ଥାନାରେ ମାମଲା
କଟକ: ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ସଙ୍ଗୀନ ମାମଲା ରୁଜୁ । ଚୌଦ୍ୱାର ସର୍କଲ ଜେଲ୍ ର ପୂର୍ବତନ ମହିଳା ଜେଲର୍ ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ହୋଟେଲକୁ ଏକାକୀ ଡାକିବା, କ୍ୟାରିୟର ନଷ୍ଟ କରିବାକୁ ଧମକ ଦେବା ଓ!-->…
ଅଧ ରାତିରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
ମାଲକାନଗିରି: ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-36 ଗାଁରେ । ମୃତକ ହେଲେ ରବୀନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାର । ଦମ୍ପତ୍ତିଙ୍କ ୧୨ ବର୍ଷୀୟ ପୁଅ!-->…
ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି, ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା
ରାଜନଗର: ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି ।
ଆଜିଠାରୁ ମେ ମାସ!-->!-->!-->…
ବଜ୍ରାଘାତରେ ଚାଲିଗଲା ମାଆ ଓ ୮ ମାସର ଶିଶୁର ଜୀବନ
କୋରାପୁଟ: ବଜ୍ରାଘାତ ଛଡ଼ାଇ ନେଲା ମାଆ ଓ ୮ ମାସର ଶିଶୁର ଜୀବନ! ଯେଉଁ କୋଳରେ ହସି ଖେଳି ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ୮ ମାସର ଶିଶୁ, ସେହି ମାଆ ସହ ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ଘରେ ପୁଅ ସହ ଖେଳୁଥିବା ସମୟରେ ହଠାତ୍ ମାଡ଼ି ଆସିଲା ମୃତ୍ୟୁର ବଜ୍ରପାତ । ଗୋଟିଏ!-->…
ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବରୁ ବରିଷ୍ଠ ରାଜସ୍ୱ ସହାୟକ (SRA) ଭାବେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଗିରଫ କରିଛି। ତାଙ୍କ ବିରୋଧରେ ୮.୬୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିଥିବା ଅଭିଯୋଗ!-->…
‘ମୁରାସୁ’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି: ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ, ସୁରକ୍ଷିତ ସ୍ଥାନକୁ ଯିବାକୁ…
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି।। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ଏହାର ମୁକାବିଲା ନେଇ ଗତକାଲି!-->…
କାରକୁ ଧକ୍କା ଦେଲା ବସ୍: ୨ ମୃତ, ଜଣେ ଗୁରୁତର
ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ହିଟ୍ ଆଣ୍ଡ ରନ୍ । ବସ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର । ନୟାପଲ୍ଲୀ ନିକଟରେ ଭୟଙ୍କର ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା କରି କାର୍ କୁ ଶକ୍ତ ଧକ୍କା ଦେଲା ବସ୍ । ଏତିକିରେ ଅଟକିନଥିଲା ବସ୍ ତାଣ୍ଡବ । ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ଉପରେ ମଧ୍ୟ!-->…
ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ବଡ଼ ରାୟ, ଫେରିଲା ୪୫୦ କୋଟି ଟଙ୍କାର ଜମି
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିକୁ ନେଇ ବଡ଼ ରାୟ । ପ୍ରାୟ ୨୯ ଏକର ଜମିର ବିବାଦୀୟ ରେକର୍ଡ ରଦ୍ଦ କରିଛନ୍ତି ଚକବନ୍ଦୀ ଆୟୁକ୍ତ । ପୁରୀ ତହସିଲ ଶଙ୍କରପୁର ମୌଜାରେ ଥିବା ୨୮. ୮୪୦ ଏକର ଜମିକୁ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରେକର୍ଡ!-->…