Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ
ଭୁବନେଶ୍ବର: ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ,!-->…
ରାଜଧାନୀବସୀଙ୍କୁ ଘର ଆଗ ସଜାଇବାକୁ ଅପିଲ୍ କଲେ ମନ୍ତ୍ରୀ
ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ୧୭ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଆଲୋକମାଳା ସହ ଝଲସୁଛି ରାଜଧାନୀ । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିଥି ଦେବୋ ଭବ ଆଭିମୁଖ୍ୟରେ!-->…
ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍, ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ଭୁବନେଶ୍ୱର : ଖୋଲୁଛି ଅନୀଲ-ହଂସିତାଙ୍କ କଳା କାରନାମାର ଗୁମର। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ର ରେଡ୍ । ଓଡ଼ିଶା, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଘର ଓ ଅଫିସରେ ଚାଲିଛି ଆୟକର ଟିମ୍ ର ଚଢ଼ାଉ। ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ!-->…
HMPV ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ
ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ!-->…
MKCG ମେଡିକାଲ କାଜୁଆଲଟିରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କାଜୁଆଲଟିରେ ଘଟିଛି ଅଗ୍ନିକାଣ୍ଡ । ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି । ଏହାକୁ ଆୟତ୍ତ କରିବାକୁ ମେଡିକାଲ କର୍ମଚାରୀ ଲାଗିପଡିଛନ୍ତି । ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏ ସି ସର୍ଟ!-->…
ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
ଭୁବନେଶ୍ଵର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ ଘଡିଏ ଅଟକି ଯାଆନ୍ତି ଲୋକେ । ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ!-->…
ରତ୍ନଭଣ୍ଡାର ମରାମତି, ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ
ପୁରୀ : ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି । ଚୂନ ଛଡ଼ାଇବା ଓ ଡି ପ୍ଲାଷ୍ଟରିଂ କାର୍ଯ୍ୟ ସରିଛି। ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଭର୍ଟିକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି କାର୍ଯ୍ୟ!-->…
ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ
ସମ୍ବଲପୁର: ସତ ବଖାଣିବ ଅଭିଯୁକ୍ତ । ନିଜେ ମାରିଛି ନା ହତ୍ୟା ପଛରେ ଆଉ କାହା ହାତ ଅଛି ତା’ ଉପରୁ ଉଠିବ ପରଦା । ସମ୍ବଲପୁର ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ!-->…
ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ସହରୀ ପରିବହନ ବ୍ୟବସ୍ଥାରେ ଆସିବ ବୈପ୍ଲବ । ଗଡିବ ଡବଲ ଇଞ୍ଜିନ ସରକାରଙ୍କ ଡେ଼କର ବସ । 5 ଟି ଡବଲ ଡେ଼କର ବସ ସହ 10 ଟି hop!-->…
ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ, ପଡିଲା ହଜାର ହଜାର ପଶୁ ବଳି
ବଲାଙ୍ଗୀର: ଆରମ୍ଭ ହୋଇଛି ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା । ରକ୍ତରଞ୍ଜିତ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ସେପଟେ!-->…