Browsing Category

ଓଡିଶା

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ୨୦୨୫ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

ଭୁବନେଶ୍ବର: ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର

‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ ରହିବ’

ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ପୂର୍ବତନ ରାଜ୍ୟପାଳ ରଘୁବର ଦାସ

ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

କଟକ: କମିସନରେଟ୍‌ ପୁଲିସ ଅଧୀନ ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ

ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା

ଭୁବନେଶ୍ଵର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଆଜି ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ସାରା ରାଜ୍ୟରେ କୋହଲା ପାଗ ଲାଗିରହିଛି।

କମିଶନରେଟ ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ, ୫ ବନ୍ଧୁକ ବେପାରୀ ସମେତ ୧୪ ଗିରଫ

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ । ୫ ବନ୍ଧୁକ ବେପାରୀଙ୍କ ସମେତ ମୋଟ ୧୪ ଗିରଫ । ନାକା ଚେକିଂ ବେଳେ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ । ବନ୍ଧୁକ ବେପାର ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୧୫ଟି ଗୁଳି ଓ

ବନ ବିଭାଗ ପାଇଁ ବଢିଲା ଚିନ୍ତା: ବାଘୁଣୀ ଜିନତର ମିଳୁନି ପତ୍ତା

ଭୁବନେଶ୍ୱର: ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ ଗତକାଲିଠାରୁ ତା ସଠିକ୍

ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ

ଯାଜପୁର : ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ । ଉଚ୍ଛେଦ ସମୟରେ ଯାଜପୁର ତହସିଲର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ବ୍ରହ୍ମବରଦା ଥାନା ଅଧିକାରୀଣୀ ଅଂଶୁମାଳା ଦାସଙ୍କୁ ଆକ୍ରମଣ ହୋଇଥିବା ନେଇ ଆସିଛି ଅଭିଯୋଗ । ଏହି ଆକ୍ରମଣରେ

ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ

ଏମ୍‌ସ ଭୁବନେଶ୍ବର ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଏମ୍‌ସ ବନେଶ୍ବରଭୁ ପକ୍ଷରୁ ଆଜି "ସୁଶାସନ ଦିବସ"