Browsing Category

ଓଡିଶା

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ ‘ପ୍ରବନ୍ଧ’ ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। ‘ଭୂତି ଭକ୍ତି ବିଭୂତି’କୁ ସାମଲଙ୍କ ଏକ ଉଚ୍ଚ

୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବା କୁଖ୍ୟାତ ମାଓବାଦୀ ରାମଚନ୍ଦ୍ରର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ ମଧ୍ୟରୁ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ନକ୍ସଲ

ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଚଢ଼ାଉ ପାଇଁ ଯାଇଥିବା ବେଳେ ଆଇଆଇସିଙ୍କୁ ମାଡ଼, ପୁଲିସ ଗାଡ଼ି ଭାଙ୍ଗିଲେ ବାଲି ମାଫିଆ

ଉଦଳା : ବାଲି ମାଫିଆଙ୍କ ଗୁଣ୍ଡାରାଜ । ସବୁସୀମା ପାର୍ କରିଦେଲେ । ଏ ବାଲି କାହାର ? ଏତିକି କଥାରେ ଆଇଆଇସିଙ୍କ ଉପରେ ବର୍ଷିଥିଲା ମାଡ଼ । ଖାଲି ମାଡ଼ ନୁହେଁ ଆଜ୍ଞା,ଥାନା ଗାଡ଼ି ମଧ୍ୟ ଭାଙ୍ଗିଦେଇଛନ୍ତି ମାଫିଆ । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ଏଭଳି

୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଆସନ୍ତା କାଲିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଆସନ୍ତା କାଲିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧

ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି

ବ୍ରହ୍ମପୁର : ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି । ଗଞ୍ଜାମ ଜିଲ୍ଲା କୋଦଳା ମୁଖ୍ୟ ରାସ୍ତାରେ ଥିବା ଏକ ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ମେସିନ, କଞ୍ଚାମାଲ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି ।  ପ୍ରାୟ ୧ କୋଟିରୁ

ଇଡି ଜାଲରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ 

ଭୁବନେଶ୍ୱର: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି। ତେବେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ବିଶ୍ବ ଏନ୍‌ଜିଓର

ଆସିକା ରାଜସ୍ୱ ବିଭାଗ ର ଅଜବ ନୀତି : ଚୋରା ବାଲି ଘାଟରେ ନାଲିଫିତା ପୋତା ଧର୍ମକୁ ଆଖି ଠାର…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭଷୁଡ଼ି ପଡିଥିବା ଆଲୋଚନା ହେଉଛି। ବାଲି ମାଫିଆ ମାନଙ୍କ ସହ ଘନିଷ୍ଠ ସମ୍ପର୍କ କୁ ବଜାୟ ରଖି ବାବୁ ଓ ମେଡ଼ମ ଠାରୁ ନେତା ମାନେ ଆଶୀର୍ବାଦ ଢାଳିବା ଯୋଗୁଁ ଆଜି ଆସିକା ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ଦିନ ଦିପହରେ

ଆଜିଠୁ ରତ୍ନଭଣ୍ଡାର ମରାମତି, ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ : ASI ଅଧିକ୍ଷକ

ପୁରୀ : ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି । ଏ ନେଇ ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକ ସୂଚନା ପ୍ରଦାନ କରିଛନ୍ତି । ୨୦ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ବୁଧବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ଗୁରୁବାର ଠାରୁ ରତ୍ନଭଣ୍ଡାର

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ