Browsing Category

ଓଡିଶା

୪ କୋଟି ଟଙ୍କାର ଭାଟ୍ ଚଳୁ: ୨ ବ୍ୟବସାୟୀ ଓ ସହାୟକ ବାଣିଜ୍ୟକର ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜୟପୁର : କ୍ଷମତାର ଦୁରୂପଯୋଗ କରି ୨ ଜଣ ବ୍ୟବସାୟୀଙ୍କ ସହ ମିଶି ୪.୦୩କୋଟି ଟଙ୍କା ଭାଟ୍ ହେରଫେର କରିବା ମହଙ୍ଗା ପଡ଼ିଛି । ଜୟପୁରସ୍ଥିତ ଆସିଷ୍ଟାଣ୍ଟ କର୍ମସିଆଲ ଅଫିସର (ସହାୟକ ବାଣିଜ୍ୟକର ଅଧିକାରୀ) ଅବିନାଶ ପ୍ରଧାନ ଓ ଅନ୍ୟ ୨ଜଣ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀଙ୍କୁ

ଧାନ ସଂଗ୍ରହ ପ୍ରକ୍ରିୟା ସମୀକ୍ଷା, ୩୭ ହଜାରରୁ ଅଧିକ ଚାଷୀ ବିକ୍ରି କଲେଣି ଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ନୂତନ ସରକାର ଗଠନକୁ ୬ ମାସ ପୂରଣ ହୋଇଛି ଏବଂ ଏହି ୬ ମାସ ମଧ୍ୟରେ ରାଜ୍ୟ ସରକାର ଅନେକ

ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାରେ କଙ୍କଡ଼ା ଜଳଚାଷକୁ ଗୁରୁତ୍ୱ

ଭୁବନେଶ୍ୱର : ଭାରତୀୟ ଉପକୂଳ ସମୁଦାୟ (ଇସିଆରଆଇସିସି) ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ପରିସରରେ କଙ୍କଡ଼ା ଚାଷ କରୁଥିବା କୃଷକ ଓ ରପ୍ତାନିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ

ସାଧାରଣ ଗାଡି ନୁହେଁ, ସୁରକ୍ଷା ରଥ – ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି। ପୁଲିସ କମିଶନରେଟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଗୁଡିକ

ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି – ଜୟନାରାୟଣ

ଭୁବନେଶ୍ବର : ‘ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି, ଶତ୍ରୁର ବି ସେତିକି ଆବଶ୍ୟକତା ଅଛି।’ ବିଜେଡି ଉଦ୍ଦେଶ୍ୟରେ ଆଜି ଏହି କଥା କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ

ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା

ପୁରୀ : ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା। ମହାପ୍ରସାଦ, ଖଜାଠୁ ନେଇ ପିଠା, ସବୁର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଉଭୟ ଭକ୍ତ ଓ ସେବାୟତ। ସବ୍‌ସିଡି ଦରରେ ଶ୍ରୀମନ୍ଦିରକୁ ଓମ୍‌ଫେଡ ଘିଅ ଯୋଗାଣ ନେଇ ଦାବି ଉଠୁଥିଲା ବେଳେ ବିକଳ୍ପ ଭାବେ

ଭୁବନେଶ୍ୱର ହେବ ବ୍ୟାଡମିଣ୍ଟନ ହବ୍; ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ ‘ଦ ସଟଲ’ ଲୋକାର୍ପିତ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ୍ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍ 'ଦ ସଟଲ୍'। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ

ରୋଗୀ ଦେଖାରେ ବ୍ୟସ୍ତ ଥିବା ଡାକ୍ତରଙ୍କୁ ବୋକା ବନାଇ ୭୫ ହଜାର ନେଇଗଲେ ସାଇବର ଠକ

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ତାଙ୍କ ଆକାଉଣ୍ଟରୁ ଚାଲି ଯାଇଛି ୭୫ ହଜାର ଟଙ୍କା। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମାଧବ ସେଠୀ ସହିତ। ଘଟଣାଟି ଗତ ୧୦ ତାରିଖରେ ଘଟିଛି। ଡାକ୍ତର ସେଠୀ

ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ NRC ଦରକାର: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର : ବିଜେଡି ଇତିହାସ ଶେଷ ହୋଇଯିବ କହିଲେ ଆସାମ ମୁଖ୍ୟମନ୍ତ୍ରୀ। ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ବୟାନ ଦେଇଛନ୍ତି। ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ। ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀ

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ !

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ! ଏପରି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ। ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ