Browsing Category

ଓଡିଶା

କ୍ଷମା ସହ ପ୍ରତ୍ୟର୍ପଣ ହେବେ ୭୮ ବାଂଲାଦେଶୀ

ପାରାଦୀପ: କୋଷ୍ଟଗାର୍ଡ ପକ୍ଷରୁ ୭୮ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ଘଟଣା । ଆଜି ପାରାଦୀପ ଥାନାରେ ଆସି ପହଁଚିଛନ୍ତି ସମସ୍ତ ବାଙ୍ଗଲାଦେଶୀ । ହେଲେ ସେମାନଙ୍କ ବିରୋଧରେ ହେବନି ମାମଲା ରୁଜୁ । ସେମାନଙ୍କୁ କ୍ଷମା ସହ ପ୍ରତ୍ୟର୍ପଣ କରାଇବ ଭରତୀୟ କୋଷ୍ଟଗାର୍ଡ । ଅନ୍ତର୍ଜାତୀୟ ସୀମାରେ

ପ୍ରେମିକାକୁ ୬ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ପ୍ରେମିକ

ରାଉରକେଲା: ପ୍ରେମ ଯେତିକି ସୁନ୍ଦର। ଏହାର ସଠିକ୍‌ ପରିଚାଳନା କରି ନଜାଣିଲେ ତାଠାରୁ ଅଧିକ ଅସୁନ୍ଦର ହୋଇଯାଏ। ଏପରିକି ହିଂସା ଦିଗକୁ ମଧ୍ୟ ଗତିକରିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଆଜୀବନ ଦୁଇଟି ପରିବାରକୁ କନ୍ଦାଇ ଦେଇଥାଏ। ଇସ୍ପାତ ନଗର ରାଉରକେଲା ଅଞ୍ଚଳରେ ଏଭଳି ଏକ ନୃଶଂସ ପ୍ରେମ

ଡିସେମ୍ବର ୩୧ରେ ଛାତ୍ରଛାତ୍ରୀଙ୍କୁ ମିଳିବ ହାତ ଖର୍ଚ୍ଚ

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ଶେଷରେ ଏହି ହାତ ଖର୍ଚ୍ଚ ମିଳିବ । ଏନେଇ ବରଗଡ଼ ଘେଁସରେ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ବଡ ଘୋଷଣା କରିଛନ୍ତି

ଧାନ କିଣା ପ୍ରକ୍ରିୟାରେ ବିଳମ୍ବ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଲା ପକାଇଛନ୍ତି ଚାଷୀ

ବରଗଡ଼: ଚାଲିଛି ହୋହାଲ୍ଲା, କଥା କଟାକଟି ଏହାରି ଭିତରେ ଅଫିସରେ ବସିଥିବା ଅଫିସରଙ୍କୁ ତାଲା ପକାଇଥିଲେ ଉତ୍ତେଜିତ ଚାଷୀ । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ । କାରଣ ଥିଲା ଧାନ ସଂଗ୍ରହ ରେ ବିଳମ୍ବ ଯୋଗୁଁ ଚାଷୀ

ବିଧାନସଭାରେ ଓ୍ବାଲଟିୟର ଝଡ, କେଭି କହିଲେ, ‘ଓଡିଶାରୁ ଇଞ୍ଚିଏ ବି ଯିବନି’

ଭୁବନେଶ୍ବର: ବିଧାନସଭାରେ ୱାଲଟିଅର ଝଡ । ସମାଲୋଚନା କଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ, ସିଧା ସିଧା ଝାଡି ଦେଲେ ଉପମୁଖ୍ୟମନ୍ତ୍ରୀ । ଓ୍ବାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗକୁ ନେଇ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

୧୬ଟି କାର୍ଯ୍ୟଦିବସ ଥାଇ ବିଧାନସଭା ମୁଲତବୀ, ଝୁଲିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌

ବିଧାନସଭାର ଶୀତ ଅଧିବେଶନକୁ ୧୬ଟି କାର୍ଯ୍ୟଦିବସ ଥାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ପ୍ରାୟ

ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି

ଭୁବନେଶ୍ୱର : ବିଧାନସଭାରେ ଆସ୍କା ASKA – 40କୁ ନେଇ ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ । ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ

ଶ୍ରୀମନ୍ଦିର ଜଗିବେ ସ୍ବତନ୍ତ୍ର ବାଟାଲିୟନ, ସିଧା ନିଯୁକ୍ତି ପାଇବେନି ସୁରକ୍ଷା ବାହିନୀ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟରେ ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା, ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ

ଭୁବନେଶ୍ୱର : ରାଜ୍ୟର ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗର

ଆଳୁ ପାଇଁ ଖର୍ଚ୍ଚ ହୋଇଛି ୬୪ କୋଟି, ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ଭୁବନେଶ୍ବର: ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମି ଆଳୁ ଚାଷ କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଆଳୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ