Browsing Category

ଓଡିଶା

ଭିଟାମାଟିରେ ପାଦ ଦେଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା : ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ। ନାଚିଲେ, ଭାବବିହ୍ୱଳ ମଧ୍ୟ ହେଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ

ବିଧାନସଭାରେ ‘ପୋଲାଭରମ’ଝଡ଼: ଆଇନମନ୍ତ୍ରୀଙ୍କ ଚେତାବନୀ, ସତ ଖୋଲିଦେଲେ ମୁହଁ ଦେଖାଇପାରିବନି

ଭୁବନେଶ୍ବର : ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ

ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ : ଦେଶ ବଞ୍ଚାଅ ସଭା ଅନୁଷ୍ଠିତ

ସୋରଡ଼ା : ଡିସେମ୍ବର ୬ ତାରିଖ ପୂର୍ବାହ୍ନରେ ସୋରଡ଼ା ଶଶୀଭୁଷଣ ରଥ ଛକ ଠାରେ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ସଭା ପକ୍ଷରୁ ସାଥୀ ଜଗା ନାଇକଙ୍କ ନେତୃତ୍ୱରେ ଭାରତର ସମ୍ବିଧାନ ପ୍ରଣେତା,ଆଇନ ବିଶାରଦ,ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ,ରାଜନୀତିଜ୍ଞ,ଅର୍ଥଶାସ୍ତ୍ରୀ ,ସମାଜ ସଂସ୍କାରକ,ଡ଼.ବାବା

ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌; ଶ୍ରମିକ ମୃତ

ପାରାଦୀପ: ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଲିକ୍‌। ଏହି ଘଟଣାରେ ଜଣେ ଶ୍ରମିକ ମୃତ। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତି ବେଳେ ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ

ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଭୁବନେଶ୍ୱର ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର

ସୁଧୁରିଛି ଦିଲ୍ଲୀ, ହେଲେ ବିଗୁଡିଛି ଓଡିଶା ସହର

ଭୁବନେଶ୍ବର: ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ

ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ପିପିଲି: ନିମାପଡ଼ା ରଟିଲୋ ଛକରେ ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବାର ଖବର ମିଳିଛି। ମୃତା ହେଲେ ସଂଯୁକ୍ତା ଲେଙ୍କା(୫୮)। ସେ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପାଇକ ସାହିରେ ବୋଲି ଜଣାଯାଇଛି। ଦମ୍ପତି ବାଇକ୍ ଯୋଗ‌େ

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଅଶ୍ଳୀଳ ନୃତ୍ୟ ସମାଜ ଉପରେ କୁପ୍ରଭାବ ପକାଉଛି । ନୃତ୍ୟ ଭଳି କଳାକୁ ଅସମ୍ମାନ କରୁଛି । ଏହା ଦ୍ବାରା ଯୁବବର୍ଗ ବି ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଯାତ୍ରାରେ ଏଣିକି ଆଉ ଅଷ୍ଳୀଳ ନୃତ୍ୟ ଚାଲିବ ନାହିଁ । ଏନେଇ ସରକାର ଖୁବଶୀଘ୍ର

ପ୍ରକାଶ ପାଇଲା ଓଷ୍ଟେଟ ପରୀକ୍ଷା ତାରିଖ, ଜାନୁଆରୀ ୧୭ରେ ଆରମ୍ଭ

କଟକ : ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା

ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ: ରାଷ୍ଟ୍ରପତି

ବାରିପଦା: ଜନ୍ମମାଟି ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଗସ୍ତ ସମୟରେ ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ