Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୫୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ
ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର!-->…
ବାଘ ସହ ୩ ଘଣ୍ଟା ଲଢେଇ, ଯୁବକ ଗୁରୁତର
ନୀଳଗିରି: ବାଘ ସହ ୩ ଘଣ୍ଟା ଲଢେଇ କରି ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ନିଜର ବଳଦକୁ ଖୋଜିବାକୁ ଯାଇ ବାଘ ସହ ହୋଇଥିଲେ ମୁହାଁ ମୁହିଁ । କୂଲଡିହା ଅଭୟାରଣ୍ୟରେ ମହାବଳ ବାଘୁଣୀ ଯମୁନା କରିଛି ଆକ୍ରମଣ । ଯୁବକ ଗୁରୁତର ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଲିଆନାଳ ବିଟ!-->…
ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଦେଶର ଟପ୍ ଫାଇଭ ରାଜ୍ୟ ଭିତରେ ଓଡ଼ିଶା
ଭୁବନେଶ୍ୱର : ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବାହାବା ନେବା ପାଇଁ ବିବାଦ ସୃଷ୍ଟି ହୋଇଛି । ୨୦୨୩-୨୪ ବର୍ଷର କାର୍ଯ୍ୟଦକ୍ଷତାକୁ ଆଧାର କରି ନୀତି ଆୟୋଗଙ୍କ!-->…
ଗଞ୍ଜାମରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର
ଛତ୍ରପୁର : ଗଞ୍ଜାମରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କଲା ପୁରୁଷୋତ୍ତମପୁର ଥାନା ପୋଲିସ । କାଳିଆର ଆଣ୍ଠୁ ରେ ଗୁଳି ବାଜିଛି l ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l କାଳିଆ ନାଁରେ ଏକାଧିକ ମାମଲା ଥିବା ବେଳେ ସେ!-->…
ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ, ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ
ଭୁବନେଶ୍ୱର : ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୦!-->…
ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ୪୦ କୋଟି ମଞ୍ଜୁର
ଭୁବନେଶ୍ବର: ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି “ ‘ପୂର୍ବୋଦୟ’ର ପ୍ରବେଶପଥ ଓଡ଼ିଶାକୁ!-->…
ବହୁଚର୍ଚ୍ଚିତ ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ଭୁବନେଶ୍ଵର: ଅନୁଗୋଳ ଜିଲ୍ଲାରେ ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବହୁଚର୍ଚ୍ଚିତ ମାମଲାରେ ଆଜି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୪ ଜଣ ଅଭିଯୁକ୍ତଙ୍କୁ କଠୋର ଦଣ୍ଡାଦେଶ ପ୍ରଦାନ!-->…
ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ଵର: ଓଡ଼ିଶାରେ ଟେକ୍ ବିପ୍ଳବ। ରାଜ୍ୟରେ HCL tech ପ୍ରତିଷ୍ଠା କରିବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ‘AI Park’। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶ ହେବ। ସର୍ଭମ AI ଓ HCL tech ସହ ମିଶି AI!-->…
ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ବାନ୍ଧିଲା ବନବିଭାଗ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଶିକାରୀମାନଙ୍କୁ ଏଆଇ ଟ୍ରେଲଗାର୍ଡ କ୍ୟାମେରାରେ କଏଦ କରାଯାଇଥିଲା । ସେମାନଙ୍କ ନିକଟରୁ ୨ ଟି ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ୨ ଟି ହେଡ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ଜବତ କରିଛନ୍ତି ଶିମିଳିପାଳ!-->…
ଭୁବନେଶ୍ୱରରେ ୭୩୦ କୋଟି ବ୍ୟୟରେ ‘ଏଆଇ ହବ୍’ କରିବ HCLTech
ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍!-->…