Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ହେଉ..”ବ୍ରଜ ତ୍ରିପାଠୀ”…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଏକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ କନ୍ଧମାଳର ମାଣ୍ଡିପାଙ୍ଗା ଗାଁ ରେ ଯେଉଁ ଅଭାବ ର ଅଭାବନୀୟ ଦାରିଦ୍ର!-->!-->!-->…
ଭିଜିଲାନ୍ସ ଜାଲରେ ଇଡକୋର ଜୁନିୟର ମ୍ୟାନେଜର, ୩.୨୨ କୋଟି ର ୪ ମହଲା କୋଠା
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆଜି ତାଙ୍କ ଘର ସମେତ ମୋଟ ୬ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଅଚଳାଚଳ ସଂପତ୍ତି।
ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାରରେ ତାଙ୍କର!-->!-->!-->…
ଓଡ଼ିଶାରେ ଉତ୍ପାଦନ ହେବ ଟାଇଟାନିୟମ୍ ସ୍ଲାଗ୍; ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରାଯିବ। ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥି ନିମନ୍ତେ ଇଣ୍ଡ-କାଜାକ୍!-->…
ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି : ମନମୋହନ ସାମଲ
ଭୁବନେଶ୍ବର: ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସମାଲ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି। ସ୍ଥାନୀୟ ନେତାଙ୍କ ସହିତ!-->…
ମୋ ବସ୍ର ସ୍ପିଡ୍ ୪୦ ଉପରକୁ ମନା
ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର!-->…
ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ
ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି!-->…
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି।
!-->!-->!-->…
ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର
ଭୁବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ । ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ!-->…
ଆସନ୍ତା ଡିସେମ୍ବର ୧୫ ତାରିଖରେ ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା
ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରିଛି ଓଡ଼ିଶା ଲୋକ ସେବା ଆୟୋଗ । ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍ସି ପକ୍ଷରୁ!-->…