Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନିବେଶକକଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେଠିକା ବଡ ବଡ ବ୍ୟବସାୟୀଙ୍କ ସହ ଆଲୋଚନା କରି ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ରଖୁଛନ୍ତି । ଏଡି ପରିପ୍ରେକ୍ଷୀରେ ୩ ଦିନିଆ ବିଦେଶ!-->…
ପୁଣି ବିସ୍ଫୋରକ ବୟାନ ଦେଲେ ମୁନା ଖାଁ
ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ । ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ!-->…
ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ ସାଧାରଣ ପାହାଡ଼ ନୁହେଁ। ବରଂ ଓଡ଼ିଶା ଇତିହାସକୁ ଧରି ରଖିଥିବା ଏହି ପାହାଡ଼ ହେଉଛି କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ।!-->…
ମେଘନାଦ ପାଚେରୀରେ ଫାଟ, ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ!-->…
ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡ଼ିବ। ଯେଉଁ ବ୍ୟକ୍ତି, ସମାଜ କିମ୍ବା ସମୂହ ତା’ର ମୂଳ ବିଷୟ!-->…
ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ
ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି!-->…
ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି
ଭୁବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ଅତ୍ୟାଧୁନିକ ଓଜନ!-->…
ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍, ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଉଠାଇ ନେଲା
ଭୁବନେଶ୍ବର: ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ନିଲୁ ପ୍ରଧାନକୁ ଉଠାଇନେଲା ଟିମ୍ । ଅଭିଯୁକ୍ତ ନିଲୁର ଘର ଗଞ୍ଜାମ ଅଞ୍ଚଳରେ।
ଗତ ବିଳମ୍ବିତ ରାତିରେ!-->!-->!-->…
ପୁଣି ବଡ ମହାସ୍ନାନ କଲେ ମହାପ୍ରଭୁ
ପୁରୀ: ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ ।
ତେବେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିଥିବା!-->!-->!-->…
ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ
ଅନୁଗୁଳୁ: ଜଳିଗଲା ମାର୍କେଟ । ଅନୁଗୁଳୁ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିପୋଡ଼ି ପାଉଁଶ ହୋଇଯାଇଛି ୨୦ରୁ ଅଧିକ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ପନିପରିବା , ଦୁଇଟି ବାଇକ ସହ ଇଲେଟ୍ରୋନିକ ସରଞ୍ଜାମ । ସଂଜୀବନୀ ମାର୍କେଟ ନିକଟରେ ଥିବା ଅନୁଗୋଳ ପୌରପାଳିକାର!-->…