Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି
ପରିବର୍ତ୍ତନ ହେଲା ପାଗ । ଆରମ୍ଭ ହୋଇଗଲାଣି ବର୍ଷା ପବନ । କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ!-->!-->!-->…
ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ
ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି!-->…
ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାକୁ ବର୍ଷାର ପରିମାଣ ବଢିବ । ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ!-->…
ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ।!-->…
ବାତ୍ୟା ‘ଦାନା’ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍
ବାତ୍ୟା ‘ଦାନା’ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍ । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଧନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସାହାଯ୍ୟ କରିବାକୁ!-->…
ବାତ୍ୟା ‘ଦାନା’ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନଂ ଜାରି
ଭୁବନେଶ୍ୱର: ବାତ୍ଯା ‘ଦାନା’ କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ୧୫ଟି ଜିଲ୍ଲାର ଲୋକଙ୍କୁ ସହାୟତା କରିବା ପାଇଁ ଜରୁରୀକାଳୀନ ହେଲ୍ପଲାଇନ ଫୋନ୍ ନମ୍ବର ଜାରି କରିଛନ୍ତି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ!-->!-->!-->…
ବାତ୍ୟା ଭୟରେ ଗର୍ଭବତୀଙ୍କୁ କରାଯାଉଛି ମେଡିକାଲକୁ ସ୍ଥାନାନ୍ତର
ରାଜନଗର: ପ୍ରସୂତି କକ୍ଷରେ ଜମିଛି ଗର୍ଭବତୀ ମହିଳାଙ୍କ ଭିଡ । ଡାକ୍ତର ବି କୌଣସି ହେଳା କରୁନାହାନ୍ତି । କିଛି କିଛି ସମୟ ବ୍ୟବଧାନରେ ଗର୍ଭବତୀଙ୍କର ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ । ହେଲେ ଏକାବେଳକେ ଏତେ ଗର୍ଭବତୀ ମହିଳା ଏମିତି ହଠାତ୍ ମେଡିକାଲ୍ କୁ ଆସିବାର କାରଣ?
ଦର୍ଶକବନ୍ଧୁ!-->!-->!-->…
‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ ରାଜ୍ୟ!-->…
ବାତ୍ୟା ପାଇଁ ବିଜେପି ପକ୍ଷରୁ ହେଲପ ଲାଇନ ଜାରି
ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ବିଜେପିଙ୍କ ପକ୍ଷରୁ ଏକ ହେଲପ ଲାଇନ ଜାରି କରାଯାଇଛି। ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ । ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର କାମ କରିବ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି!-->…
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହେଲା ୧୪୪ ଧାରା
ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଜଗତସିଂହପୁର ଜିଲ୍ଲାରେ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି!-->…