Browsing Category

ମନୋରଞ୍ଜନ

ମେ ପହିଲାରେ ନେଟଫ୍ଲିକ୍ସରେ ରିଲିଜ ହେଉଛି ଏହି ୬ଟି ହଲିଉଡ୍ ଫିଲ୍ମ

ନୂଆଦିଲ୍ଲୀ: ଯଦି ଆପଣ କିଛି ଜବରଦସ୍ତ ହଲିଉଡ ଚଳଚ୍ଚିତ୍ର ଦେଖିବା ପାଇଁ ଇଛୁକ, ତେବେ ମେ ମାସ ଆପଣଙ୍କ ପାଇଁ ମନୋରଞ୍ଜନର ଢ଼େର ଖୋରାକ ଯୋଗାଇବ। ମେ ମାସରେ ନେଟଫ୍ଲିକ୍ସରେ ଭଲ ଭଲ ଚଳଚ୍ଚିତ୍ର ମୁକ୍ତିଲାଭ ହେବାକୁ ଯାଉଛି । ଆକ୍ସନ୍ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ସବୁର ମଜା

ଗୁଟଖା ବିଜ୍ଞାପନ ଲାଗି କ୍ଷମା ମାଗିଲେ ଅକ୍ଷୟ କୁମାର 

ମୁମ୍ବାଇ: କୋଟି କୋଟି ଟଙ୍କାର ବିଜ୍ଞାପନକୁ ଛାଡ଼ିଲେ ଅକ୍ଷୟ କୁମାର। ଏକ ପ୍ରମୁଖ ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ପଦବୀରୁ ଓହରି ଯାଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ଗୁଟ୍‌ଖା ଭଳି ନିଶା ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବାରୁ ପ୍ରବଳ ସମାଲୋଚନାର ଶିକାର ହୋଇ ଥିଲେ ଅକ୍ଷୟ

କମାଲ କରୁଛି ’କେଜିଏଫ୍‌୨’ : ମାତ୍ର ୨ ଦିନରେ ୧୦୦ କୋଟିର ବେପାର

ମୁମ୍ବାଇ: ତେଲୁଗୁ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌୨’ ବକ୍ସ ଅଫିସ୍‌ରେ ହଲ୍ଲା ମଚାଇଛି। ରିଲିଜ୍‌ ହେବା ମାତ୍ରେ ହିଁ ଫିଲ୍ମଟି ବଡ଼ ବଡ଼ ବଲିଉଡ୍‌ ଓ ତେଲୁଗୁ ଚଳଚ୍ଚିତ୍ରକୁ ପଛରେ ପକାଇଛି। ୟଶଙ୍କ ଏହି ଫିଲ୍ମଟି ପ୍ରଥମ ଦିନରେ ୫୪ କୋଟି ବ୍ୟବସାୟ ଆରମ୍ଭ କରି ଦ୍ବିତୀୟ ଦିନରେ ବି

ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି । ବଲିଉଡରେ ଅନେକ ଫିଲ୍ମରେ

ଅମିତାଭ, ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କଲା ମଧ୍ୟପ୍ରଦେଶ କଂଗ୍ରେସ

ଭୋପାଳ: ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ସମାଲୋଚନା କରିବାରେ ଚୟନାତ୍ମକ ହୋଇଥିବା ଅଭିଯୋଗ କରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଶନିବାର ଦାହ କରିଛି ମଧ୍ୟପ୍ରଦେଶ କଂଗ୍ରେସ। ଯେତେବେଳେ ୟୁପିଏ କ୍ଷମତାରେ ଥିଲା ସେତେବେଳେ ଦଳ

ମୁସଲିମ ଦେଶମାନଙ୍କରେ ଲାଉଡସ୍ପିକରରେ ଆଜାନ ପାଇଁ ଅନୁମତି ନାହିଁ, ଭାରତରେ କାହିଁକି ବଜାଇବାକୁ ଅନୁମତି ମିଳୁଛି:…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମହାରାଷ୍ଟ୍ର ଏବଂ ମୁମ୍ବାଇର ମସଜିଦ ଉପରେ ଲଗାଯାଇଥିବା ଲାଉଡସ୍ପିକରରେ ଆଜାନକୁ ବିରୋଧ କରୁଥିବାରୁ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି। ଏହି ସମୟରେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ

‘ଆରଆରଆର’ର ସଫଳତା ଲାଗି ସୁନା ବାଣ୍ଟିଲେ ରାମଚରଣ

ମୁମ୍ବାଇ: ଏବେ ଫିଲ୍ମ ‘ଆରଆରଆର’କୁ ନେଇ ଚାଲିଛି ଚର୍ଚ୍ଚା। ଫିଲ୍ମଟି ଗତ ୧୦ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ଫିଲ୍ମଟିକୁ ଅତି ନିଖୁଣ ଭାବରେ ନିର୍ମାଣ କରି ନିର୍ଦ୍ଦେଶକ ଏସଏସ ରାଜାମୌଲି ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ୪ବ‌ର୍ଷ ସମୟ

ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’

ନୂଆଦିଲ୍ଲୀ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ, ୧୮୪୭ ମସିହାରେ ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ଜୀବନୀ, ସଂଗ୍ରାମ ଓ ଐତିହାସିକ ପାଇକ ବିଦ୍ରୋହ ଉପରେ ଆଧାର କରି ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’ର ଏକ ସ୍ପେଶାଲ ସ୍କ୍ରିନିଂ

ବଲିଉଡ୍‌ ପରେ ହଲିଉଡ୍‌ରେ ଏଣ୍ଟ୍ରି କରିବେ ରିଚା ଚଢା, ମିଳିଲା ବଡ ଅଫର

ମୁମ୍ବାଇ ୦୩।୦୪ : ବଲିଉଡ୍‌ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍‌ ପରିଚିତ। ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ। ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବଲିଉଡରେ ନିଜର ଦମଦାର ଅଭିନୟ କରିବା

ପୁନମ୍‌ଙ୍କ ବିବାଦୀୟ ବୟାନ ; ଚାର୍ଜସିଟ୍‌ରୁ ବଞ୍ଚିଗଲେ ପୁଣି ଟପ୍‌ଲେସ୍‌ ହେବେ ବୋଲି କହିଲେ

ନୂଆଦିଲ୍ଲୀ ୦୨।୦୪ : କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌