Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା
ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି । ୪୯ବର୍ଷୀୟ ହିଥ୍ କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର…
ଏସିଆ କପ୍ ପାଇଁ ସ୍କ୍ୱାଡ ଘୋଷଣା…
ମୁମ୍ବାଇ : ଏସିଆ କପ୍ କ୍ରିକେଟ୍ ପାଇଁ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ। ଆଜି 17 ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି।
17 ଜଣିଆ ଟିମକୁ ଫେରିଛନ୍ତି କେ.ଏଲ…
କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ
ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ…
‘୪ନମ୍ବର ସ୍ଥାନ ବହୁଦିନର ସମସ୍ୟା’: ଭାରତ ଜର୍ସିରେ ପାକିସ୍ତାନ..!
ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଭାରତ ଗୁରୁତର ସମସ୍ୟାରେ ପଡ଼ିବା ଆଶଙ୍କା ଦେଖାଦେଇଛି। ଯୁବରାଜ ସିଂହଙ୍କ ଅବସର ପରଠୁ ୪ ନମ୍ବର ସ୍ଥାନରେ କେହି ଯୋଗ୍ୟ ହୋଇପାରୁନାହାନ୍ତି। ଏହି ସ୍ଥାନ ପାଇଁ ଅନେକ ପରୀକ୍ଷାନିରୀକ୍ଷା କରାଯାଇଛି, ହେଲେ ପୂର୍ଣ୍ଣ ଫଳାଫଳ କାହାଠୁ ଆସିପାରୁନଥିବାରୁ ଭାରତୀୟ!-->…
ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ କପ ଫୁଟବଲ ଚାମ୍ପିୟନ ସିପ ଉଦଘାଟନ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନୟକ ମିନି ଷ୍ଟାଡିୟମ ପରିସରରେ ସ୍ୱାଧୀନତା ଦିବସ କପ୍ ଫୁଟବଲ ଚମ୍ପିୟାନ ସିପ- ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚମ୍ପିୟାନ ସିପ ରେ ବାଲିଗୁଡ଼ା ଉପଖଣ୍ଡ ର ସର୍ବ ମୋଟ ୧୨ଗୋଟି ଦଳ ଭାଗ ନେଇ ଲିଗ୍ ମ୍ୟାଚ ଖେଳିବେ l ଏହାର ସେମି!-->…
ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ
ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍ରେ ଭାରତ ୫-୦ ଗୋଲ୍ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଟେବୁଲ!-->…
ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ…
ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା ଭେନ୍ନମ ମହିଳା କମ୍ପାଉଣ୍ଡ!-->…
ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଡି ଗୁକେଶଙ୍କ କମାଲ୍: ଭାଙ୍ଗିଲେ ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ
ନିଃସର୍ତ୍ତ ଅଫିସ : ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ କ୍ରୀଡ଼ାବିତ୍ ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ। କିଶୋର ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଗୁରୁବାର ବାକୁରେ ଚାଲିଥିବା ଚେସ୍ ବିଶ୍ୱକପ୍ ଚାମ୍ପିଅନସିପର ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ପ୍ରତିଯୋଗୀ ମିସ୍ରାଦ୍ଦିନ!-->…
କ୍ରିକେଟ୍ ବିଶ୍ବକପ୍ ସେମିଫାଇନାଲ୍ : ୱାଙ୍ଖଡେରେ ଟିକେଟ୍ ମୂଲ୍ୟ ୪୫ ହଜାର !
ମୁମ୍ବାଇ: ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ଏକଦିବସୀୟ ବିଶ୍ବକପ୍। ଏହି ବିଶ୍ବକପ୍ର ଗୋଟିଏ ସେମିଫାଇନାଲ୍ (ନଭେମ୍ବର ୧୫) ସହ ୫ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ଗୁଡ଼ିକର ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍ ସଂଘ!-->…
ବିଶ୍ବକପ୍ : ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଆଇସିସି!-->…