Browsing Category

ଖେଳ

ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚ୍ : ହୋଟେଲ ରୁମ ମିଳୁନଥିବାରୁ ହସପିଟାଲ ବେଡ୍ ବୁକିଂ କରୁଛନ୍ତି ଦର୍ଶକ

ଅହମଦାବାଦ : ବିଶ୍ବକପରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚର କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ

ଏସିଆ କପ୍‌ ସୂଚୀ: ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ବୁଧବାର ଏସିଆ କପ୍‌ ସୂଚୀ ଘୋଷଣା କରିଛନ୍ତି। ୭ ଥରର ବିଜେତା ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳାଯିବ। ସେପ୍ଟେମ୍ବର ୪ରେ ନେପାଳକୁ

ଆଲକାରାଜଙ୍କୁ ୱିମ୍ବଲଡନ୍‌ ଟ୍ରଫି

ଲଣ୍ଡନ୍: ୱିମ୍ବଲଡନ୍‌ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷୀୟ ଯୁବ ସ୍ପେନୀୟ ତାରକା କାର୍ଲୋସ୍‌ ଆଲକାରାଜ ଗାର୍ଫିଆ ରବିବାର ୫ ସେଟ୍‌ର ଫାଇନାଲ୍‌ରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟା କିଂବଦନ୍ତି ନୋଭାକ ଜୋକୋଭିକ୍‌ଙ୍କ ରେକର୍ଡ ସ୍ବପ୍ନକୁ

ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତା: ମାର୍କେଟାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ମୁକୁଟ

ଲଣ୍ଡନ୍‌ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍‌ ଗଣରାଜ୍ୟ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଶନିବାର ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସିଧାସଳଖ

ଭାରତ ପାଳି ଓ ୧୪୧ ରନ୍‌ରେ ବିଜୟୀ, ଅଶ୍ବିନଙ୍କୁ ୧୨ ୱିକେଟ୍‌

ରୋସେୟୁ : ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ପାଳି ୧୩୦ ରନ୍‌ରେ

ପଦ୍ମିନୀଙ୍କୁ ପଞ୍ଚମ ଜାତୀୟ ମୁକୁଟ: ‘ଗ୍ରାଣ୍ଡ୍ ମାଷ୍ଟର ଟାଇଟଲ୍ ମୋ ଲକ୍ଷ୍ୟ’

ଭୁବନେଶ୍ବର: ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ ନିଜ ଖେଳ ଜୀବନରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ପେଟ୍ରୋଲିୟମ୍ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ପିଏସ୍‌ପିବି)ର ପ୍ରତିନିଧିତ୍ବ କରିଥିବା ପଦ୍ମିନୀ ଅହମଦାବାଦରେ ସୋମବାର ଶେଷ‌ ହୋଇଥିବା ୪୯ତମ ଜାତୀୟ ମହିଳା

ଉଇକିପିଡିଆରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିଲା କ୍ରିକେଟ ଖେଳାଳୀ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ: ବିଶ୍ବର ସମସ୍ତ କ୍ରିକେଟରଙ୍କୁ ପଛରେ ପକାଇ ପୁଣି ନିଜ ନାରେ ଆଉ ଏକ ରେକର୍ଡ ସାମିଲ କଲେ ବିରାଟ କୋହଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା

ଭାରତ ଓଡିଆଇ ବିଶ୍ବକପ ପାଇଁ ନଆସିଲେ ଆମେ ଏସିଆ କପ୍ ପାଇଁ ଯିବୁନି: ପାକ୍ କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। କିଛି ଦିନ ତଳେ ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଥିଲା ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ଏଥର ହାଇବ୍ରିଡ

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ: ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ ।

ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ ନବମ ଥର ବିଜେତା, କୁଏତକୁ ସଡନ୍‌ଡେଥ୍‌ରେ ହରାଇଲା

ବେଙ୍ଗାଲୁରୁ: ଭାରତ ନବମ ଥର ଲାଗି ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧) ସଡନ୍‌ଡେଥ୍‌ରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର ଦ୍ବିତୀୟ ଥର