Browsing Category

ଖେଳ

କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍…

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍ ପୁଣି ଥରେ ଦେଶପାଇଁ ଗୌରବ ଆଣିଛନ୍ତି । ସେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ

ଡିବାଲପାଡୁ ଗାଁ ଜାହାଜ ପଡ଼ିଆ ଠାରେ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ…

କଲ୍ୟାନସିଂପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଡିବାଲପାଡୁ ଗାଁ ଐତିହାସିକ ଜାହାଜ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଆଜିର ପ୍ରଥମ ଦିନର ଖେଳରେ ବାଘଡଙ୍ଗର ଓ

ଏସିଆକପ୍‌ରେ ଭାରତ ଖେଳିବାକୁ ଥିବା ମ୍ୟାଚ ପାକିସ୍ତାନରେ ହେବନି…

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆ କପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ। ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ।

ଦିନିକିଆ ବିଶ୍ବକପ୍‌ ଅକ୍ଟୋବର ୫ରୁ: ନଭେମ୍ବର ୧୯ରେ ଫାଇନାଲ୍‌

୧୦ ଦଳ; ୪୬ ଦିନରେ ୪୮ ମ୍ୟାଚ୍‌, ୧୨ ଭେନ୍ୟୁ; ଅହମଦାବାଦରେ ଫା‌ଇନାଲ ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ବକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍‌

ପଞ୍ଚମ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ହିଞ୍ଜିଳିକାଟୁ ୨୧।୩ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ସୋମବାର ଉଦଯାପିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଟୁର୍ଣ୍ଣାମେଣ୍ଟ ମ୍ଯାଚରେ

ଏଟିକେ ମୋହନ ବାଗାନକୁ ପ୍ରଥମ ଆଇଏସ୍‌ଏଲ୍ ଟ୍ରଫି

ପଣଜୀ: କୋଲକାତା ଦଳ ଏଟିକେ ମୋହନବାଗାନ ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍ ଟ୍ରଫି ଜିତିଛି। ଶନିବାର ଗୋଆର ଫତୋର୍ଦା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଏଟିକେ ମୋହନ ବାଗାନ ୪-୩ ପେନାଲ୍ଟି ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ନିର୍ଧାରିତ ସମୟରେ

୫ ୱିକେଟରେ ଜିତିଲା ଭାରତ…

ମୁମ୍ବାଇ : ଟେଷ୍ଟ ଫର୍ମାଟରେ କ୍ରମାଗତ ବିଫଳ ଓ ଭାରତୀୟ ଟିମର ଉପ ଅଧିନାୟକ ପଦରୁ ବିଦା ହେବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି କେଏଲ ରାହୁଲ। ନିଜର ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରାହୁଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଦକ୍ଷତା ଦେଖାଇଛନ୍ତି। ସେ ଅପରାଜିତ ୭୫

ଆର୍‌ସିବିର ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଲଗାତାର ୫ ମ୍ୟାଚ୍‌ ହାରିଯିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କନିକା ଆହୁଜା ଓ ରିଚା ଘୋଷଙ୍କ ଦ୍ରୁତ

ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ୍‌ ଲାଗି ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ

କୋଲ୍‌କାତା, ୧୪/୩: ଇମ୍ଫାଲରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ‌ମଙ୍ଗଳବାର ୨୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏମାନଙ୍କ ସହ ୧୧ ସଂରକ୍ଷିତ ଖେଳାଳି ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ

ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ: ଜୁନ୍‌ ୭ରୁ ଓଭାଲରେ ଅଷ୍ଟ୍ରେଲିଆ ସହ ଫାଇନାଲ୍‌

ଅହମଦାବାଦ: ଶେଷ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କାର ପରାଜୟ ଯୋଗୁଁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ବିଶ୍ବ