Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ମାତ୍ର ୧ ରନରେ ଟେଷ୍ଟ ମ୍ୟାଚ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଆଦୌ ବୋରିଂ ନୁହେଁ। ଏହା ଟି-୨୦ ଓ ଦିନିକିଆ ଠାରୁ ମଧ୍ୟ ଆହୁରି ରୋମାଞ୍ଚକର। ଏହାର ଜ୍ୱଳନ୍ତ ଉଦାହରଣ ୱେଲିଂଟନରେ ଶେଷ ହୋଇଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପ୍ରମାଣିତ ହୋଇଛି। ଏହି ମ୍ୟାଚ୍ଟିରେ ରୋମାଞ୍ଚ ଏତେ ମାତ୍ରାରେ ଥିଲା ଯେ!-->…
କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ ହେଲା ଓଡ଼ିଶା, ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ…
କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->…
ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ବ ବିଜେତା…
କେପ୍ ଟାଉନ୍ : ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ସହ ଡବଲ୍ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍ଟାଉନ୍ରେ ଖେଳାଯାଇଥିବା ଫାଇନାଲ୍ରେ!-->…
ପତ୍ନୀଙ୍କ ସହ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କଲେ କେଏଲ ରାହୁଲ, ଫର୍ମ ଫେରିପାଇବାକୁ ପ୍ରାର୍ଥନା କଲେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନର୍ କେଏଲ୍ ରାହୁଲ ଏବେ ନିଜ ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ସତ, କିନ୍ତୁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ବରୁ ମୁକ୍ତ!-->…
ଇନ୍ଦୋର୍ ଟେଷ୍ଟ୍ ଖେଳିବେନି କମିନ୍ସ, ନେତୃତ୍ୱନେବେ ସ୍ମିଥ୍
ଇନ୍ଦୋର୍ : ଆସନ୍ତା ୧ରୁ ଇନ୍ଦୋରର ହୋଲ୍କର ଷ୍ଟାଡିୟମ୍ଠାରେ ଚଳିତ ବର୍ଡର୍-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ୍ ଆରମ୍ଭ ହେବ । ଅଦ୍ୟାବଧି ସିରିଜ୍ରେ ୦-୨ରେ ପଛୁଆ ଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ବେଳେ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ!-->…
ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ…
କଲମ୍ବୋ : ଆସନ୍ତା ୯ ତାରିଖଠାରୁ ଘରୋଇ ନ୍ୟୁଜିଲାଣ୍ଡ୍ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ । ଓପନର ଦିମୁଥ୍ କରୁଣାରତ୍ନେଙ୍କ ନେତୃତ୍ୱରେ ଉକ୍ତ ସିରିଜ୍କୁ ଓହ୍ଲାଇବାକୁ ଥିବା ଶ୍ରୀଲଙ୍କା ଦଳରେ ମୁଖ୍ୟତଃ ପେସର୍ମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଦୁଇଟି!-->…
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ସେମିଫାଇନାଲ୍ରୁ ଭାରତ ବିଦା, ଅଷ୍ଟ୍ରେଲିଆ ୫ ରନ୍ରେ ବିଜୟୀ…
କେପ୍ଟାଉନ୍: ଗତ ସଂସ୍କରଣ ପରି ଏଥର ମଧ୍ୟ ଭାରତର ବିଶ୍ବକପ୍ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ବାଧା ଦେଇଛି। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ରନ୍ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ!-->…
ଦିଲ୍ଲୀ ବିଜୟକୁ ଏକାଠି ପାଳିଲେ ୮୩ ବିଶ୍ବକପ୍ ହିରୋ
ନୂଆଦିଲ୍ଲୀ: ଦିଲ୍ଲୀ ଟେଷ୍ଟକୁ ଭାରତ ମାତ୍ର ଅଢେଇ ଦିନରେ ଜିତି ନେଇଥିଲା। ଆଉ ଏହି ବିଜୟ ବଳରେ ୪ ମ୍ୟାଚ୍ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଥିବା ଭାରତ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖଥିଲା। ଦ୍ବିତୀୟ ଟେଷ୍ଟ୍ ସମୟରେ ଭାଷ୍ୟକାର ଭୂମିକାରେ ରହିଥିବା ସୁନୀଲ ଗାଭାସ୍କର ଓ ରବି!-->…
ଜାମିନ ପାଇବା ପରେ ପୃଥ୍ୱୀ ଶ’ଙ୍କ ନାଁରେ କେସ୍ କଲେ ସ୍ୱପ୍ନା ଗିଲ୍…
ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲ ଓ ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସେଲଫି ବିବାଦ ଥମିବାର ନାଁ ଧରୁନି। ସେଲଫି ପାଇଁ ଶ’ଙ୍କ ସହ ଝଗଡ଼ା କରି ଗିରଫ ହୋଇଥିବା ସ୍ୱପ୍ନା ସୋମବାର ଜାମିନ ପାଇଥିଲେ। ଜାମିନ ପାଇବା କ୍ଷଣି ସେ ମୁମ୍ବାଇ ଏୟାର ପୋର୍ଟ!-->…
ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ବିଜୟ; ଦ୍ରୁତତମ ୨୫୦୦୦ ଆନ୍ତର୍ଜାତିକ ରନ୍, ସଚିନ୍ଙ୍କ କୀର୍ତ୍ତିମାନକୁ ଟପିଲେ କୋହଲି
ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ସମସ୍ତ ଫର୍ମାଟକୁ ମିଶାଇ ୧୦୦ତମ ବିଜୟ ହାସଲ କରିଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ରୋହିତ ସେନା ୬ ୱିକେଟ୍ରେ ପରାସ୍ତ କରି ଏହି ସଫଳତା!-->…