Browsing Category

ଖେଳ

ଲହୁଣୀପଡ଼ା, କୋଇଡ଼ା ଓ ବଣାଇଁ ବ୍ଲକରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ଵାଗତ

ସୁନ୍ଦରଗଡ଼/ରାଉରକେଲା/ ବଣାଇଁ: ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଭବ୍ୟ ସ୍ବାଗତ କରାଯାଉଛି। ରବିବାର ଦିନ ଏହି ଟ୍ରଫି ଟୁରକୁ ଲହୁଣୀପଡ଼ା, କୋଇଡ଼ା, ବଣାଇଁ ବ୍ଲକରେ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ

ହକି ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ଭୁବନେଶ୍ୱର : ଭାରତ ୨୦୨୩ ହକି ବିଶ୍ୱକପ୍‌ରୁ ବିଦାୟ ନେଇଛି। କ୍ରସ୍‌ ଓଭର ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍‌ଆଉଟ୍‌ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ ଖେଳିବା ଆଶା ମଉଳିଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଭାରତ ଭଲ

ହକି ବିଶ୍ବକପ୍‌: କ୍ରସ ଓଭର ମ୍ୟାଚ୍‌ରେ ମାଲେସିଆକୁ ହରାଇଲା ସ୍ପେନ୍‌, କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆକୁ କରିବ…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚ ରୋମାଂଚକର ହୋଇଛି। ସୁଟ୍‌ଆଉଟରେ ଫଳାଫଳ ବାହାରିଛି। ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ

ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ମୁଖ୍ୟ ଅତିଥି

ସୁନ୍ଦରଗଡ଼ -୨୦/୦୧/୨୩ :-ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପାଖ ଖେଳପଡିଆରେ ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନ ଏବଂ ସମ୍ମାନିତ ଅତିଥି ଭାବେ

ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା: ଟିମ୍‌ରୁ ବାଦ୍‌ ପଡିଲେ ହାର୍ଦ୍ଦିକ ସିଂ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା। ଦଳର ପ୍ରମୁଖ ଖେଳାଳି ହାର୍ଦ୍ଦିକ ସିଂ ଆହାତ ଯୋଗୁ ଟିମ୍‌ରୁ ବାଦ ପଡିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କ୍ରସ୍‌ ଓଭର ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଏହି ଖରାପ ଖବର ସାମ୍ନାକୁ ଆସିଛି। ତେବେ

କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର ପୌରପାଳିକାରେ ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ ପାଇଁ…

ସୁନ୍ଦରଗଡ଼/ରାଉରକେଲା, ୨୦ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ହକି ବିଶ୍ଵକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ପାଇଁ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଜନସାଧାରଣଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି। ଶୁକ୍ରବାର ଦିନ କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର

ରାଉରକେଲାରେ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ, ଚାମ୍ପିୟନ ଓ ରନର୍ସଅପ୍ ଟିମକୁ…

ହକି ମ୍ୟାଚରେ ପୁରୁଷ ଓ ମହିଳା ବର୍ଗରେ କୁତ୍ରା ଟିମ୍ ଚାମ୍ପିୟନ ଫୁଟବଲ ମ୍ୟାଚରେ ପୁରୁଷ ବର୍ଗରେ ସବଡେଗା ଏବଂ ମହିଳା ବର୍ଗରେ ଲାଠିକଟା ଟିମ୍ ଚାମ୍ପିୟନ ସୁନ୍ଦରଗଡ଼ /ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ

ବଡ଼ଗାଁ ଏବଂ କୁତ୍ରା ବ୍ଲକରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ଉତ୍ସାହର ସହ ସ୍ୱାଗତ…

ସୁନ୍ଦରଗଡ଼, ୧୯ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଗାଁରେ ହକି ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ କରିବା ପାଇଁ ସାଧାରଣ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ

ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା; ମୋ ପାଖକୁ ଚିଠି ଆସିନାହିଁ : ଦୂତି ଚାନ୍ଦ…

ଭୁବନେଶ୍ୱର : ଡୋପ ବିବାଦ ନେଇ ମୁହଁ ଖୋଲିଲେ ସ୍ପ୍ରିଣ୍ଟର ଦୂତି ଚାନ୍ଦ। ତାଙ୍କ ପାଖକୁ କୌଣସି ଚିଠି ମିଳିନଥିବା କହିଛନ୍ତି ଦୂତି। ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା ହୋଇଛି। ଦେଶର ଦ୍ରୁତତମ ମହିଳା ଦୂତି ଚାନ୍ଦ ଡୋପ ଟେଷ୍ଟରେ ଧରା ପଡ଼ି ସାମୟିକ ନିଲମ୍ବନ ଖବର କୁହାଯାଇଥିଲା।

ହକି ବିଶ୍ୱକପ୍‌ରେ ଟିକେଟ୍‌ କଳାବଜାରୀ, ବନ୍ଧା ହେଲେ ୫ ଜଣ…

ଭୁବନେଶ୍ୱର: ଏବେ ସମଗ୍ର ରାଜ୍ୟରେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍‌ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍‌।