Browsing Category

ଖେଳ

ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ବିଇଓ କବିବର ପ୍ରଧାନ ଉକ୍ତ ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କ୍ରୀଡା ଉତ୍ସବ ଅବସରରେ ଦୌଡ, ହାଇଜମ୍ପ୍,

ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଉଦଘାଟିତ…

ଦାରିଙ୍ଗବାଡ଼ି :୯/୧୨, ଦାରିଙ୍ଗବାଡ଼ି ଠାରେ ବାଘାଜ୍ୟୋତିନ ଯୁବକସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଆୟୋଜନରେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ସହିତ ଗଂଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ୧୬ଟି ଭଳିବଲ ଦଳ

ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କଲେଜ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଵର୍ଗତ ରାଜେଶ ଏବଂ ଲିଟୁ ଙ୍କ ପରିବାର ଯୋଗ ଦେଇଥିଲେ l ଫାଇନାଲ ମ୍ୟାଚରେ

ରାଉରକେଲାରେ ଆରମ୍ଭ ହେଲା ନଗର କ୍ରୀଡ଼ା ଉତ୍ସବ : ଉଦ‌ଘାଟନୀ ଦିବସରେ ୧୧ଟି କବାଡ଼ି ଓ ୨ଟି ହକି ମ୍ୟାଚ୍‌…

ସୁନ୍ଦରଗଡ଼ //ରାଉରକେଲା : ୮ ଡିସେମ୍ବର ୨୦୨୨; ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ରାଉରକେଲା ସହରରେ ଆରମ୍ଭ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଆଜି ଏହାକୁ ଆନୁଷ୍ଠାନିକ

ପୁଣି ବାଂଲାଦେଶଠାରୁ ହାରିଲା ଭାରତ

ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ

ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ: ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ…

• ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ• ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ• ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ସୁନ୍ଦରଗଡ଼,:୬ ଡିସେମ୍ବର ୨୦୨୨: ହକି

ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାୟ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ

ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇ ଦେଇଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦଳପାଇଁ ଏହି ଛୋଟ

ଦ୍ବିତୀୟ ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂଶାସିତ ମହା ବିଦ୍ୟାଳୟ ପଡିଆ ଠାରେ ଦ୍ବିତୀୟ ରାଜେଶ ଏଣ୍ଡ ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ

ଆନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୁଗୁଡ଼ା ପିପୁଲ୍ସ କଲେଜ ଚମ୍ପିଅନ

ବୁଗୁଡ଼ା : ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ୧୪ତମ ଆନ୍ତଃ-ମହା ବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟରେ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ