Browsing Category

ଖେଳ

ସୁନ୍ଦରଗଡ଼ ରେ ହେବ ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ଲିଗ୍…

ସୁନ୍ଦରଗଡ଼ : ଆସନ୍ତା ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ବାଳିକା ବିଶ୍ୱକପ୍। ଏହି ପ୍ରତିଯୋଗିତା ପରେ ସେହି ଧାରାକୁ ଦେଶରେ ଆଗେଇ ନେବା ପାଇଁ ଜନସମୁହଙ୍କ ଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ। ଏହାକୁ ହୃଦୟଙ୍ଗମ କରି ସାଇ ସହଯୋଗରେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଫାଓ

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୧ ତାରିଖରେ

ଅକ୍ଟୋବର ୨୩ରେ ଭାରତ-ପାକ୍‌ ମ୍ୟାଚ୍‌, ଦେଖୁ ଦେଖୁ ସରିଗଲା ସବୁ ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ

ଟ୍ରାକ୍‌ରେ ଦୌଡିଲେ ୧୦୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଳୀ ୧୫।୦୯: ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ବୟସ ବଢ଼ିବା ସହିତ ଏଭଳି ଉତ୍ସାହୀ ଲୋକଙ୍କ ସାହସ ବଢ଼ିଚାଲେ । ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ କିଛି ଭିନ୍ନ କରନ୍ତି । ବୟସ ୬୦ ଟପିବା ପରେ କେବଳ ଆରାମ

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଆୟୋଜନକୁ କ୍ୟାବିନେଟ୍ ମଞ୍ଜୁରି, ଫୁଟବଲ ମହାସଂଘକୁ ଦିଆଯିବ ୧୦ କୋଟି…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ…

ଫୁଲବାଣୀ:-ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେଭାଗ ନେବା ନିମନ୍ତେ କନ୍ଧମାଳ ଟିମର ଭୁବନେଶ୍ୱର ଯାତ୍ରାକନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ ୧୬ ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ

ଶ୍ରୀଲଙ୍କା ମୁଣ୍ଡରେ ଏସିଆ କପ୍‌ କ୍ରିକେଟ୍ ମୁକୁଟ

ଦୁବାଇ: ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଂଘର୍ଷରତ ଶ୍ରୀଲଙ୍କା ରବିବାର ଅଲରାଉଣ୍ଡ୍ ପ୍ରଦର୍ଶନ କରି ଏସିଆ କପ୍‌ କ୍ରିକେଟ୍ ମୁକୁଟ ଜିତି ନେଇଛି। ଭାନୁକା ରାଜପକ୍ଷଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ୱାନିନ୍ଦୁ ହସରଙ୍ଗାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ସହିତ ପ୍ର ମୋଦ ମଦୁସନଙ୍କ ୪ ୱିକେଟ୍‌ ଦଖଲ ବଳରେ

ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ, କଳିଙ୍ଗ ଷ୍ଟାଡିୟମ୍‌ରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜୁନିୟର ମହିଳା ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଖବର ଅନୁଯାୟୀ, ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଭ୍ୟାସ୍‌ ମ୍ୟାଚ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା

ଦୁବାଇ ୦୯/୦୯: ଆଇସିସି ପକ୍ଷରୁ ଗୁରୁବାର ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଭ୍ୟାସ୍‌ ମ୍ୟାଚ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଟିମ୍‌ ଇଣ୍ଡିଆ ସୁପର-୧୨ ରାଉଣ୍ଡ ପୂର୍ବରୁ ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ୨ଟି ଅଭ୍ୟାସ୍‌ ମ୍ୟାଚ୍‌ ଖେଳି ପ୍ରସ୍ତୁତି କରିବ। ଦଳ ଅକ୍ଟୋବର ୧୭

ରିୟଲିଟି ଶୋ’ ‘ଝଲକ ଦିଖଲା ଜା’ରେ ଆସିବେ ଦୂତି

ଭୁବନେଶ୍ୱର ୦୯/୦୯: ଅଲିମ୍ପିଆନ ଦୂତି ଚାନ୍ଦ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ସେ 'କଲର୍ସ' ଚ୍ୟାନେଲର ଲୋକପ୍ରିୟ ରିୟଲିଟି ଶୋ' 'ଝଲକ ଦିଖଲା ଜା'ର ସିଜନ-୧୦ରେ ଦେଖାଯିବେ । ଦୂତି କହିଛନ୍ତି, ଏହି ରିୟଲିଟି ଶୋ'ରେ ସାମିଲ ହେବା ପାଇଁ ପୂର୍ବରୁ ମୋତେ ବହୁ ଥର