Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଷ୍ଟାଡିୟମରେ ଫରୀଦ ଓ ଆସିଫ ମୁହାଁମୁହିଁ ହେବା ଘଟଣା : ଆଇସିସି ଦେଲା ଦଣ୍ଡ
ନୂଆଦିଲ୍ଲୀ, ୦୯|୦୯: ଏସିଆ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ପଡିଆ ଭିତରେ ଓ ବାହାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଡିଆ ବାହାରେ ଦୁଇ ଦେଶର ପ୍ରଶଂସକ ହାତାହାତି ହୋଇଥିଲେ । ପଡିଆ ଭିତରେ ମଧ୍ୟ ଆଫଗାନ୍ ବୋଲରଙ୍କୁ ପାକ୍ ବ୍ୟାଟର ବାଡେଇବା!-->…
ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ହକି ମହାସଂଘ ଓ ହକି ଇଣ୍ଡିଆ ସଦସ୍ୟ : ବିର୍ସାମୁଣ୍ଡା ହକି ଷ୍ଟାଡିୟମ…
ରାଉରକେଲାରେ ନିର୍ମାଣାଧୀନ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ଅଗ୍ରଗତି ସହ ଆନୁସଙ୍ଗିକ ଭିତିଭୂମି ପରଖିଛି ଆନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏକ ସ୍ୱତନ୍ତ୍ର ବିମାନରେ ରାଉରକେଲା ପହଞ୍ଚିବା ପରେ ପ୍ରତିନିଧି ଦଳ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି!-->…
‘ଓଡ଼ିଶା ଜଗରନଟ୍ସ’ ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 'ଓଡ଼ିଶା ଜଗରନଟ୍ସ' ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମସ୍ତଙ୍କ ସହିତ ଆଲୋଚନା କରିବା ସହ ଫଟୋ ଉଠାଇଛନ୍ତି ନବୀନ ।
ଏଥିସହ!-->!-->!-->…
ସଫଳ ହେଲା ଜାଡେଜାଙ୍କ ଅସ୍ତ୍ରୋପଚାର
ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସଫଳ ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର । ଜାଡେଜାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିବାରୁ ସେ ଏସିଆ କପରୁ ବାଦ ପଡିଥିଲେ । ଏନେଇ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ଅପରେସନ ସଫଳ!-->…
ଅଲଟିମେଟ୍ ଖୋ ଖୋ : ଓଡ଼ିଶା ଜଗରନଟ୍ସ ଚାମ୍ପିଅନ
ପୁଣେ : ପୁଣେଠାରେ ଖେଳାଯାଇଥିବା ଅଲଟିମେଟ୍ ଖୋଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହୋଇଛି । ଓଡ଼ିଶା ଦଳ ତେଲଗୁ ଯୋଦ୍ଧାକୁ ହରାଇ ଚାମ୍ପିଅନ ହୋଇଛି । ତେଲଗୁ ଯୋଦ୍ଧା ଦଳକୁ ଓଡ଼ିଶା ୪୬-୪୫ରେ ପରାସ୍ତ କରିଛି ।
ଏହା ପୂର୍ବରୁ କ୍ବାଲିଫାୟର-୧ରେ ଓଡ଼ିଶା ଜଗରନଟ୍ସ ଗୁଜୁରାଟ ଜାୟାଣ୍ଟସକୁ!-->!-->!-->…
ଓଡ଼ିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା । ଆସନ୍ତାକାଲି ହେବାକୁ ଥିବା ଅଲଟିମେଟ ଖୋଖୋ ଲିଗ ଫାଇନାଲରେ ବିଜୟ ହାସଲ ଲାଗି ଦେଇଛନ୍ତି ଶୁଭେଚ୍ଛା । ଗୁଜରାଟ ଜିଆଣ୍ଟସ ସହ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡିଶା ଜଗରନଟସର!-->…
ଲେଜେଣ୍ଡ୍ସ୍ ଲିଗ୍ରେ ଖେଳିବେ ନାହିଁ ସୌରଭ ଗାଙ୍ଗୁଲୀ
କୋଲ୍କାତା: ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ 'ଲେଜେଣ୍ଡ୍ସ୍ ଲିଗ୍'ରୁ ଓହରି ଯାଇଥିବାରୁ 'ବିସିସିଆଇ' ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଇଡେନ୍ ଗାର୍ଡେନ୍ରେ ଖେଳିବେ ନାହିଁ। ସମୟ ଅଭାବରୁ ସେ ମ୍ୟାଚ୍ ଖେଳିବେ ନାହିଁ ବୋଲି 'ଇଣ୍ଡିଆ ଟୁଡେ'କୁ କହିଛନ୍ତି। ଏ ସଂକ୍ରାନ୍ତରେ ଗାଙ୍ଗୁଲୀ!-->…
ଆହତ ଯୋଗୁ ରବିନ୍ଦ୍ର ଜାଡେଜା ଏସିଆ କପ୍ର ବାକି ମ୍ୟାଚ୍ରୁ ବାଦ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଟୁର୍ନାମେଣ୍ଟ ଖେଳୁଥିବା ଭାରତକୁ ବଡ଼ ଝଟ୍କା ଲାଗିଛି। ଆହତ ହେବା ଯୋଗୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାକି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି।
ବିସିସିଆଇ କହିଛି, ଅଖିଳ!-->!-->!-->…
ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍ଟିମେଟ ଖୋ ଖୋ
ଭୁବନେଶ୍ୱର: ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଜଗରନଟ୍ସର ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଭୁବନେଶ୍ୱରଭିତ୍ତିକ!-->…
ଆଜିଠାରୁ ଏସିଆ କପ୍ କ୍ରିକେଟ: ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା
ଦୁବାଇ: ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରିକେଟ ପ୍ରତିଯୋଗିତା ଏସିଆ କପ୍ ଶନିବାରଠାରୁ ୟୁଏଇ'ରେ ଖେଳାଯିବ। ଏଥିରେ ଏସିଆର ୬ଟି ଶ୍ରେଷ୍ଠ ଦେଶ ଅଂଶଗ୍ରହଣ କରୁଥିଲାବେଳେ ସେପ୍ଟେମ୍ବର ୧୧ରେ ଶେଷ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀଲଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାକୁ ୟୁଏଇକୁ!-->…