Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟ : କଞ୍ଚୁରୁ ଦଳକୁ ହରାଇ ରାଳବ ଚମ୍ପିୟାନ
ହିଞ୍ଜିଳିକାଟୁ(୨୯/୩) : ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଗ୍ରାମ ପଞ୍ଚାୟତରେ ୨୬ ତାରିଖରୁ କଞ୍ଚୁରୁ ଜୁନିୟର ଯୁବକ ସଂଘ ଦ୍ବାରା ଆୟୋଜିତ ମହାବିର ଜୁନିୟର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉଦଯାପନି ଦିବସରେ କଞ୍ଚୁରୁ ଓ ରାଳବ ଦଳ ମଧ୍ୟରେ ଖେଳ!-->…
ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ନୂଆ ରେକର୍ଡ ସ୍ଥାପନ ସହ ସ୍ୱର୍ଣ୍ଣ ଜିତିଲେ ପୁନମ
ଭୁବନେଶ୍ୱର: ଜାତୀୟ ଭାରୋତ୍ତଳନ ଚାମ୍ପିଅନ୍ସିପ୍ରେ ପୁନମ୍ ଯାଦବଙ୍କ ରେକର୍ଡ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ରେ ଏହି ସଫଳତା ହାସଲ କରିଛନ୍ତି । ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର!-->…
ଆଇପିଏଲ୍: ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣର ୨ୟ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁହାଁମୁହିଁ ହୋଇଛି। ମୁମ୍ବାଇର ବାବୋର୍ଣ୍ଣ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଟିମ୍କୁ ଋଷଭ ପନ୍ତଙ୍କ ଟିମ୍ ୪ ଓ୍ଵିକେଟ୍ରେ ପରାସ୍ତ କରିଛି। ଏହି!-->…
ଭୁବନେଶ୍ୱରରେ ଏପ୍ରିଲ୍ ୧୫ରୁ ଖେଳାଯିବ ଜାତୀୟ ମହିଳା ଫୁଟବଲ ଲିଗ୍
ଭୁବନେଶ୍ୱର,୨୬/୦୩: ହିରୋ ଇଣ୍ଡିଆନ ୱିମେନ ଲିଗ୍ (ଆଇଡବ୍ଲ୍ୟୁଏଲ୍) ବା ଜାତୀୟ ମହିଳା ଫୁଟବଲ ଲିଗ୍ର ୨୦୨୧-୨୨ ସିଜନ ଆସନ୍ତା ଏପ୍ରିଲ ମାସ ୧୫ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ । ଏ ବିଷୟ ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଘୋଷଣା କରାଯାଇଛି । ମୋଟ୍ ୧୨ଟି ଦଳ ଏଥିରେ!-->…
ଧୋନୀ ଅଧିନାୟକ ପଦ ଛାଡିବେ ବୋଲି ରବୀନ୍ଦ୍ର ଜାଡେଜାଙ୍କୁ ୨୦୨୧ରୁ ହିଁ ଜଣାଥିଲା
ମୁମ୍ବାଇ: ସିଏସକେ ଶନିବାର ଦିନ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ସିଇଓ କାଶୀ ବିଶ୍ଵନାଥ ଧୋନୀଙ୍କ ସିଏସକେର ଅଧିନାୟକ ପଦ ଛାଡିବାର ନିଷ୍ପତ୍ତି ବିଷୟରେ କଥା ହେଉଛନ୍ତି। କାଶୀ ବିଶ୍ଵନାଥ କହିଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ଅଚାନକ ଅଧିନାୟକ ପଦ ଛାଡିବା ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ ହୋଇ!-->…
ଟୁଇଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଦୁତି, ଜବାବ ଦେଲେ ଦିଲ୍ଲୀପ ତିର୍କୀ
ଭୁବନେଶ୍ବର : ଟ୍ବିଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଫସିଯାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତି ଚାନ୍ଦ । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ବ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଥିଲେ । ସେ ଅଳ୍ପ ସମୟ!-->…
ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କ ବିବାଦୀୟ ଟ୍ବିଟ
ଭୁବନେଶ୍ବର : ଟ୍ବିଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଫସିଯାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତି ଚାନ୍ଦ । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ବ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଥିଲେ । ସେ ଅଳ୍ପ ସମୟ!-->…
ବିଶ୍ୱ ପାରା ଆଥଲେଟିକ୍ ଗ୍ରାଁପ୍ରି: ୧୦୦ ମିଟରରେ ଜୟନ୍ତୀ ଜିତିଲେ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୨୫/୦୩: ଦୁବାଇରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ ଗ୍ରାଁପ୍ରି (ଫାଜା ଅନ୍ତର୍ଜାତୀୟ ଚାମ୍ପିଅନସିପ୍)ରେ ଜୟନ୍ତୀ ବେହେରା ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ନିର୍ଦ୍ଧାରିତ ଦୂରତାକୁ ସେ ୧୩.୧୬ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ!-->…
IPL ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ମୁମ୍ବାଇ: ଆଉ ଦିନକ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଇପିଏଲ୍ ଆରମ୍ଭ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖା ଦେଇଛି । ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ଏଟିଏସ୍ ପଚରାଉଚରା କରିବା ବେଳେ ଗିରଫ ଆତତଙ୍କବାଦୀ!-->…
ଅଗଷ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ
ନୂଆଦିଲ୍ଲୀ: ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ । ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଚଳିତଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏଥିପାଇଁ ଅଗଷ୍ଟ ୨୦!-->…