Browsing Category

ଖେଳ

ରାୟଗଡ଼ା : ଦିବ୍ୟାଙ୍ଗ ରମେଶ କୁମାରଙ୍କୁ ମିଳିଛି ପ୍ରଥମ ଏସିଆନ୍ ଓପେନ୍ କରାଟେ ଚାମ୍ପିୟନସିପ୍‌ରେ ଭାରତକୁ ବ୍ରୋଂଜ…

ସମ୍ବର୍ଦ୍ଧନା ଜଣାଇଲେ ନାହିଁ ସ୍ଥାନୀୟ ଜିଲ୍ଳା ପ୍ରଶାସନ... ରାୟଗଡା : ଭାରତକୁ ବ୍ରୋଂଜ ପଦକ ଆଣିବାରେ ଗୈାରବ ଅର୍ଜନ କରିଛନ୍ତି ରାୟଗଡାର ଦିବ୍ୟାଙ୍ଗ ଏଲ.ରମେଶ କୁମାର । ନିଜି ସୋଟୋକାନ୍ ସ୍ପୋର୍ଟସ୍ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ,ନାଇଡୁସ୍ ସେଲଫ୍ ଡିଫେନ୍ସ ଏକାଡେମି

ଚମକିଲେ ଠେଲା ଦୋକାନୀଙ୍କ ପୁଅ : ଜିତିଲେ ବକ୍ସିଙ୍ଗ ରେ ବ୍ରୋଞ୍ଜ…

ଚିକିଟି : ଗଞ୍ଜାମ ଜ଼ୀଲ୍ଲା ଚିକିଟି ବ୍ଲକ ଧାନଘର ସ୍ଥିତ ଏକ ଠେଲା ଜଳଖିଆ ଦୋକାନୀଙ୍କ ପୁଅ ବକ୍ସିଙ୍ଗ ରେ ଗୋଆରୁ ବ୍ରୋଞ୍ଜ ପଦକ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି l ସୂଚନା ପ୍ରକାରେ ଧାନଘର କବିରାଜ ସାହୁଙ୍କ ପୁତ୍ର ତନ୍ମୟ ସାହୁ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ନେସନଲ ୟଥ ଆଣ୍ଡ ସ୍ପୋର୍ଟ

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗସ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲ ୨୦୨୨ର ମେଗା ନିଲାମରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ଆଇପିଏଲରେ ତିନି

ଆଇପିଏଲ ନିଲାମରେ ସର୍ବାଧିକ ଦାମୀ ଖେଳାଳି ହେଲେ ଇଶାନ କିଷନ, ୧୫ କୋଟିରେ କିଣିଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ ନିଲାମର ପ୍ରଥମ ଦିନରେ ଖେଳାଳିମାନଙ୍କ ପାଇଁ ନିଜର ମନିପର୍ସ ଖୋଲିଦେଇଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଷନଙ୍କୁ ସର୍ବାଧିକ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହିତ ସେ ଆଇପିଏଲ ଇତିହାସରେ ୨ୟ ସବୁଠାରୁ ଦାମୀ ଖେଳାଳିରେ ପରିଣତ

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ…

ନୂଆଦିଲ୍ଲୀ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ସହଜ ବିଜୟ ପଞ୍ଜିକରଣ କରିଥିଲା। ବର୍ତ୍ତମାନ ଭାରତର ଆଖି ଏକ ‘କ୍ଳିନ ସୁଇପ୍’ ଉପରେ ରହିବ।

ରଣଜୀ ପାଇଁ ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍

କଟକ: ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ । 17 ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଓଡିଶା । ତେବେ ଏହି ଗସ୍ତ ପରେ 10 ରୁ 14 ତାରିଖ ପର୍ଯ୍ୟନ୍ତ କ୍ଵାରେଣ୍ଟଇନରେ ରହିବ ଦଳ । ଏହାପରେ ଦୁଇ ଦିନିଆ ଅଭ୍ୟାସ କରିବ ଶୁଭ୍ରାଂଶୁ ବାହିନୀ

ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ-ମହୁରୀ ଟିମ ବିଜୟୀ

ଚିକିଟି : ଚିକିଟି ପେଣ୍ଠ ସ୍ପୋର୍ଟିଂ କ୍ରିକେଟ କ୍ଲବ ସହଯୋଗ ରେ ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ 32 ଟିମ କୁ ନେଇ ଆୟୋଜିତ ହୋଇ ରବିବାର ଉଦଯାପିତ ହୋଇଯାଇଛି।ଦିବଙ୍ଗତ କ୍ରିକେଟର ଏମ. ନାଗରାଜୁ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଖେଳ ରେ ମହୁରୀ କାଳୁଆ ଟିମ ବିଜୟୀ

୧୦୦୦ତମ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ଅହମ୍ମଦାବାଦ : ନିଜର ୧୦୦୦ ତମ ଦିନିକିଆରେ ବାଜିମାତ୍ କଲା ଭାରତ। ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଦଳ ତିନି ମ୍ୟାଚ୍

ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଟିମ୍ ଘୋଷଣା କଲା ଓସିଏ

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ

ଆଜିଠାରୁ ଦିନିକିଆ ସିରିଜ୍ : ୱେଷ୍ଟଇଣ୍ଡିଜ୍ ବିରୋଧରେ ପ୍ରଥମ ଦିନିକିଆ ଖେଳିବ ଭାରତ…

ଅହମ୍ମଦାବାଦ: ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଆଜି ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ସହିତ ଭାରତୀୟ ଦଳ ଏକ ନୂଆ ଯୁଗରେ ପ୍ରବେଶ କରିବ। ଏଥିରେ ସେ ନିଜର ପୁରୁଣା ‘ମଧ୍ୟମ ଅର୍ଡର ସମସ୍ୟାରୁ’ ମୁକ୍ତି ପାଇବାକୁ ଚେଷ୍ଟା କରିବ। ଏହି ସିରିଜର ଉଦଘାଟନୀ