Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟେଷ୍ଟ ସିରିଜକୁ ଭାରତ ୨-୦ରେ ସିରିଜ୍ ଜିତିଲା…
କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚର ଦ୍ୱିତୀୟ ଏବଂ!-->…
ପ୍ରଥମ ଟେଷ୍ଟ : ଟାର୍ଗେଟ ୫୧୫, ବାଂଲାଦେଶ ୧୫୮/୪
ଚେନ୍ନାଇ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି ଭାରତ। ବିଜୟ ପାଇଁ ବାଂଲାଦେଶକୁ ଭାରତ ୫୧୫ ରନର ବିଶାଳ ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ ବ୍ୟାକଫୁଟକୁ ଚାଲି ଯାଇଛି। ଖରାପ ଆଲୁଅ ପାଇଁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ!-->…
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
ଚେନ୍ନାଇ : କମାଲ କରିଛନ୍ତି ଭାରତର ସ୍ପିନିଂ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା। ଏଥର ବୋଲିଂରେ ନୁହେଁ, ବ୍ୟାଟିଂରେ ଉଭୟ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। କେବଳ ଉଦ୍ଧାର କରି ନାହାନ୍ତି, ବରଂ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତକୁ କମବ୍ୟାକ କରାଇଛନ୍ତି। ବିଶେଷ କରି!-->…
ଏସିଆନ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ
ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ ଅଧିନାୟକ ହରମାନପ୍ରୀତଙ୍କ ପାସ୍କୁ ଏକ ଗୋଲରେ ପରିଣତ କରିଥିଲେ। ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି!-->…
ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି; ପାକିସ୍ତାନକୁ ହରାଇଲା ଭାରତ
ନୂଆଦିଲ୍ଲୀ : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଆଜିର ମ୍ୟାଚ୍କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି।ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି।!-->…
କନ୍ଧମାଳର ଝିଅ ଜାତୀୟ ସ୍ତରରେ ଟାଇକୋଣ୍ଡ ଖେଳି ଓଡ଼ିଶା ପାଇଁ ଆଣିଲେ ଗୌରବ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘର ଏବଂ ଫୁଲବାଣୀ ମାର୍ଶା୍ଲାଟ ଏକାଡେମୀର ଦୀପିକା ବୁରୁ୍ୟୁଲି ୮/୯/୨୦୨୪ ଠାରୁ ୧୦/୯/୨୦୨୪ ପର୍ଯ୍ୟନ୍ତ ଆଗ୍ରା ଠାରେ ୪୧ ତମ ଜାତୀୟ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା ରେ ବାଳିକା ବିଭାଗରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି l ଆମ ଜିଲ୍ଲା!-->…
ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର: ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ
ପ୍ୟାରିସ : ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି।ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି।!-->…
କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଏକଦିବସୀୟ ରାଜ୍ୟ ସ୍ତରୀୟ ବ୍ଯାଡମିନ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, ଗଷ୍ଟ ୩୧ ତାରିଖ ଦିନ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ସମସ୍ତ ବର୍ଗର ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି!-->!-->!-->…
ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଅବସର ଘୋଷଣା କଲେ ଧୱନ
ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍ ଶିଖର ଧାୱନ୍। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍ ମିଡିଆ ପୋଷ୍ଟ୍ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅବସର ଘୋଷଣା!-->…
୭୮ ତମ ସ୍ବାଧୀନତା ଦିବସ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ…
ଛତ୍ରପୁର : ୭୮ ତମ ସ୍ବାଧୀନତା ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୫ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ!-->…