Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଉଟସୋରସିଙ୍ଗ କର୍ମଚାରୀମାନଙ୍କର ଜିଲ୍ଲାପାଳ ଅଫିସ ଘେରାଉ ଓ ଧାରଣା
ଫୁଲବାଣୀ : ଆଜି ଆଉଟ ସୋରସିଙ୍ଗ କର୍ମଚାରୀ ମାନଙ୍କର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ହଜାର ଉର୍ଦ୍ଧ୍ବ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l!-->…
ଫରେଷ୍ଟର ବାବୁଙ୍କ ଦାଦାଗିରି
ଉମରକୋଟ (୨୩/୦୬) : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓପ୍ରବଣ ଅଞ୍ଚଳ ହେଇ ଥିବାରୁ ଏହି ବ୍ଲକର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକରେ ଗ୍ରାମ ବାସୀ ରାତିରେ ମାଓବାଦୀଙ୍କ ଶିକାର ତ ଦିବାଲୋକେ ଦିନ ଦ୍ୱିପ୍ରହରେ ସରକାରୀ ବାବୁ ମାନଙ୍କ ଶିକାର ହେଉଛନ୍ତି l ଆଜି ୨୩/୦୬/୨୦୨୩ ରେ ଓଡ଼ିଶା!-->…
ଦାରିଙ୍ଗବାଡ଼ିରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ
ଦାରିଙ୍ଗବାଡ଼ି, ୨୩/୦୬, ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ଗତକାଲି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ରେ ପହଞ୍ଚିଛନ୍ତି। ପ୍ରାକ ମୌସୁମୀ ପ୍ରଭାବରେ ଦାରିଙ୍ଗବାଡ଼ିରେ ଲାଗି ରହିଥିବା ଝିପି!-->…
ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ | ରାଜ୍ୟ!-->…
ଜନସଙ୍ଘ ପ୍ରତିଷ୍ଠାତା ଡ଼ଃ.ଶ୍ୟାମାପ୍ରସାଦ ମୁଖର୍ଜୀଙ୍କର ବଳିଦାନ ଦିବସ ପାଳନ
ସୁନ୍ଦରଗଡ ( ୨୩.୦୬) : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସଦରମହକୁମାସ୍ଥିତ ଭୋଜପୁର ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଭାରତର ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ!-->…
ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଛତ୍ରପୁର (୨୩.୦୬) : ଧରାକୋଟ ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ!-->…
ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ପାଳିତ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟ!-->…
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣେଇଲା ସୁନ୍ଦରଗଡ ବିଜେଡି
ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତ୍ରୁତ୍ବରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କେତେକ ଜନହିତକର କାର୍ଯ୍ୟ ପାଇଁ ଦାବି କରିଵା ସହିତ ଏକ ଦାବିପତ୍ର!-->!-->!-->…
ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀ ଡିଏଫଓଙ୍କୁ ଭେଟି ଶବଦାହ ପାଇଁ କାଠ ସଂରକ୍ଷିତ ରଖିବାକୁ ଦାବି ଜଣେଇଲେ
ସୁନ୍ଦରଗଡ଼ (୨୨/୦୬) : ସୁନ୍ଦରଗଡ଼ରେ ଜାଳେଣି କାଠର ଦେଖା ଦେଇଥିବା କୁତ୍ରିମ ଅଭାବ ଏପରି କି ଅନେକ ସମୟରେ ମୃତକଙ୍କ ଶବଦାହ ପାଇଁ ମଧ୍ୟ୍ୟ କାଠ ନ ମିଳିବାରୁ ଲୋକେ ଶବକୁ ମାଟି ଖୋଳି ପୋତିବା ମାଧ୍ୟମ ଆପଣେଇ ଥିବା ଖବର ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ!-->!-->!-->…
କାଶିପୁର ବ୍ଲକରେ ଲୋକକଳା ଦିବସ ପାଳିତ
କାଶିପୁର : ଲୁକାୟତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଓଡିଆ ଭାଷା,ସାହିତ୍ୟ ଓ ସସ୍କୃତ ବିଭାଗ ଓଡିଶା ସରକାର ସବୁ ଜିଲ୍ଲା ଓ ବ୍ଲକରେ ପାଳନ କରାଯାଉଛି । ଠିକ ସେହିପରି ଆଜି ରାୟଗଡା ଜିଲା କାଶିପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ!-->…