Browsing Category

ଆଞ୍ଚଳିକ

ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କର: ଅଧିକାରୀଙ୍କୁ ନିର୍ଦ୍ଦେଶ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)

ଶିକ୍ଷାବର୍ଷ ର ପ୍ରଥମ ଦିନରୁ ବାଟ ହୁଡ଼ିଲାଣି ପାଠପଢା…

କେଉଁଠି ଶିକ୍ଷକ ଅଭାବ ତ କେଉଁଠି ରନ୍ଧା ହେଇନି ମଧ୍ୟାହ୍ନ ଭୋଜନ । ମାଲକାନଗିରି// ପଡିଆ, ୨୨/୦୬ ବୁଧବାର ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହମତି କ୍ରମେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ ହେବା ସହ ସ୍କୁଲ ଗୁଡିକ ଖୋଲିବାକୁ

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

ବାଲିଗୁଡା : ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗୁରୁବାର ଦିନ ଦିନିକିଆ ବାଲିଗୁଡା ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦଣ୍ଡପଦର ନିକଟରେ କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଏକ ବିରାଟ ମୋଟର ସାଇକେଲରେ

କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଚିକିତ୍ସା ସେବା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଜିଲ୍ଲାପାଳ ଆଶୀଷ ଈଶ୍ବର ପାଟିଲ ଦୁର୍ଗମ ଅଞ୍ଚଳକୁ ଡ୍ରୋନ ସାହାଯ୍ୟରେ ଔଷଧ ପଠେଇବା ପାଇଁ ଡ୍ରୋନ ସେବାର ଉଦ୍‌ଘାଟନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା

ଅରୁଆ ଚାଉଳରେ ୨ ସେମି ଉଚ୍ଚ ନନ୍ଦିଘୋଷ ଗଢିଲେ ଫୁଲବାଣୀର ପ୍ରତ୍ୟୁଷ

ଫୁଲବାଣୀ : ଅରୁଆ ଚାଉଳରେ ମାତ୍ର ୨ ସେଣ୍ଟିମିଟର ଉଚ୍ଚ ସୂକ୍ଷ୍ମ ନନ୍ଦିଘୋଷ ରଥ ଗଢ଼ିଛନ୍ତି ଫୁଲବାଣୀର ଯୁବ ଶିଳ୍ପୀ ଏନ୍. ପ୍ରତ୍ୟୁଷ କୁମାର। ଏହାର ଚଉଡ଼ା ୧.୫ ସେମି ଓ ଦୈର୍ଘ୍ୟ ୧.୯ ସେମି ରହିଛି। ପୂର୍ବରୁ ପ୍ରତ୍ୟୁଷ ୨.୪ ସେମି ଉଚ୍ଚତା ବିଶିଷ୍ଟ ଚକ୍ ଖଡିରେ ରଥ ତିଆରି କରି ରେକର୍ଡ

ଆସନ୍ତା କାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରିବେ ଆଉଟସୋର୍ସିଙ୍ଗ କର୍ମଚାରୀ…

(ନବୀନ ବାସ ଭବନ ନିକଟରେ ହେବ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା) ଫୁଲବାଣୀ : ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟସରକାର ଆମ୍ଭ ଦାବିକୁ ପୂରଣ କରି ନଥିବାରୁ ଏବଂ ସରକାରଙ୍କ ନିକଟରେ ହିଁ ସ୍ଥଗିତ ହୋଇ ଦାବୀକୁ ରଖିଦେଇଥ‌ିବାରୁ ୟାରି ଅଭିଯୋଗରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ…

ସୁନ୍ଦରଗଡ :ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ବରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ

ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷହୋଇଛି l ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପହଞ୍ଚିବା ପରେ ଯଥାରୀତି ସହକାରେ ମନ୍ଦିରର ମୂଖ୍ୟ ପୂଜକ ମହେଶ୍ୱର ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର, ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର,ଫୁଲବାଣୀର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ହୋଇଥିବା ଟପରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ୟୁକୋ ବ୍ୟାଙ୍କ ର ମ୍ୟାନେଜର୍ ଦିଗାଲ ଓ ପରିଚାଳନା କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି