Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରାହ୍ମଣୀଗାଁ ବନାଞ୍ଚଳରେ ବିଶ୍ବ ପରିବେଶ ଦିବସ ପାଳନ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ପରିବେଶ ଦିବସ ପାଳନ କରାଯିବା ସହ ବୃକ୍ଷ ରୋପଣ କରାଯାଇଛି । ଆଜି ବିଶ୍ବ ପରିବେଶ!-->!-->!-->…
ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଓ ବିଜ୍ଞାନ ଆଲୋଚନା
ସାଲେପୁର : ସାଲେପୁର ପିକୋଳସ୍ଥିତ ଜଗନ୍ନାଥ - ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଗତ ୪ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଟ୍ରଷ୍ଟର ପିକୋଳସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପିକୋଳ ଗ୍ରାମ ପଞ୍ଚାୟତର!-->…
କରମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ମୃତବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ନିରବ ପ୍ରାର୍ଥନା
ରାଇଘର : ବାଲେଶ୍ୱର ବାହାନଗlରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଲୌହଦାନଵର ରକ୍ତ ଭୋଜିରେ ଭାରତ ସହ ପୁରା ବିଶ୍ୱ ସ୍ତବ୍ଧ l ସତରେ ଏହା ଖୁବ ହୃଦୟବିଦାରକ l ଏହିପରିକ୍ଷେପରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଡି. ଏନ. କେ ଶିବ ମନ୍ଦିରରୁ ୪ ତାରିଖ ସନ୍ଧ୍ୟା ସମୟରେ ଏକ!-->!-->!-->…
ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁଧକ୍କା, ଦୁଇ ଗୁରୁତର
ଦାରିଙ୍ଗବାଡ଼ି,୫/୬ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ଗ୍ରାମ ନିକଟ ଅନାମୁଣ୍ଡା ଘାଟି ବୁଲାଣିରେ ଅଟୋ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ମୋଟର ସାଇକେଲରେ ଯାଉଥିବା ନିତି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର!-->…
ହିଂଜିଳିକାଟୁ ର ଵିଭିନ୍ନ ଯୋଜନାର ସମୀକ୍ଷା କଲେ ଉପଜିଲ୍ଲାପାଳ
ହିଂଜିଳିକାଟୁ ; ହିଂଜିଳିକାଟୁ ର ଵିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର ଓ ଆଇଏଏସ୍ ପ୍ରୋବେସନାରୀ କୁମାରୀ ଧାନୀ ଦସ୍ତାଗିର । ସୋମବାର ସନ୍ଧ୍ୟାରେ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ!-->…
ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମେତ ସମଗ୍ର ଜିଲାର ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଇକୋ କ୍ଳବ ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳିତ ହୋଇଯାଇଛି । ଏଭଳି ସ୍ଥଳେ ସ୍ଥାନୀୟ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲିପ କୁମାର ପ୍ରଧାନଙ୍କ!-->…
ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ
ବ୍ରହ୍ମପୁର : ଟାଟା ଷ୍ଟିଲ ମାଇନିଙ୍ଗ ର ଗୋପାଳପୁର ଫେରୋ ଆଲଏଜ୍ ପ୍ଲାଣ୍ଟ ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର କର୍ମଚାରୀମାନେ ପ୍ଲାଣ୍ଟ ପରିସର ତଥା ଏହାର ଆଖପାଖରେ ରେ ବିଭିନ୍ନ ଚାରା ଲଗାଇବା ସହ ପରିବେଶ!-->…
“ମୁଁ ବି ବଞ୍ଚିବାକୁ ଚାହେଁ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ "ମୁଁ ବି ବଞ୍ଚିବାକୁ ଚାହେଁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଛର ମଧ୍ୟ ଜୀବନ ଅଛି; ମନୁଷ୍ୟ ଦେହରେ କଣ୍ଟା ମାରିଲେ ଯେଭଳି ଯନ୍ତ୍ରଣା ଅନୁଭୂତ ହୁଏ ସେହିଭଳି ଗଛ ମଧ୍ୟରେ କଣ୍ଟା,ଲୁହା ତାର ଆଦି ବାନ୍ଧିଲେ!-->…
ବର୍ଷା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ପିଚୁ ସଡ଼କର ଅବସ୍ଥା ଦୟନୀୟ…
ମାଲକାନଗିରି : (୦୫/୦୬) : କୁଡୁମୁଲୁଗୁମ୍ମା ଓ କତାମେଟାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ରାସ୍ତା ଭୁଶୁଡ଼ି ଦେଖା ଯାଉଛି। ୧୯କି.ମି. ଦୈର୍ଘ୍ୟ ବିଶିଷ୍ଟ ପିଚୁ ରାସ୍ତା କେତେବେଳେ ନିର୍ମାଣ ତ ଆଉ କେତେବେଳେ ମରାମତି ଭିତରେ ଗତ ଦୁଇ ମାସ ତଳେ ପ୍ରାୟ!-->…
ଡିଭାଇଡର ଉପରେ ଚଢିଗଲା ଟ୍ରକ
ହିଞ୍ଜିଳିକାଟୁ (୭।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟ ସୋମପୁର ଛକ ଏନ ହେଚ ରୋଡ ୫୯ ଉପରେ ଏକ ଟ୍ରକ ଯାନ୍ତ୍ରିକ ତୃଟି ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଵେଳେ ଟ୍ରକ ଆଗ ଭାଗ ନଷ୍ଟ ହୋଇଯାଇଛି। ହିଞ୍ଜିଳିକାଟୁ ଠାରୁ!-->…