Browsing Category

ଆଞ୍ଚଳିକ

ଅନସ୍ଲୋର ସ୍କୁଲ ଶିକ୍ଷୟିତ୍ରୀ ପାଇଲେ ଓଇଏସ୍‌…

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି । ଓଡିଶାସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୭ ନମ୍ବର

ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା : ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବୋରିଗାଁ ପଞ୍ଚାୟତର ବହୁ ହିତାଧିକାରୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଳକାର୍ଣ୍ଣି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି

ଚାଷୀଙ୍କୁ ମିଳୁନି ସାର, ନଷ୍ଟ ହେବାପରେ ଫୋପଡା ଯାଉଛି ଲ୍ୟାମ୍ପରେ ଗଛିତ ମୂଲ୍ୟବାନ ସାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଲ୍ୟାମ୍ପରେ ଦେଖିବାକୁ ମିଳିଛି ବିଚିତ୍ର ନିୟମ । ଚାଷୀଙ୍କୁ ଦେବା ବଦଳରେ ନଷ୍ଟକରି ବାହାରେ ପିଙ୍ଗା ଯାଉଛି ମୂଲ୍ୟବାନ (ଉର୍ବରକ) ସାର । ଏହିଭଳି ଘଟଣା ଦେଖିବାକୁ ମିଳିଛି କାଲିମେଲା ଲ୍ୟାମ୍ପରେ ଗତକାଲି ଗୋଦାମରୁ ବାହାରିଥିବା ୨ଟି ଟ୍ରାକଟର

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ମାଲକାନଗିରି(୧୬/୦୫) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଅଷ୍ଟମ ତମ ଜାତୀୟ ଡେଙ୍ଗୁ ଦିବସ ର ସ୍ଲୋଗାନ ହେଉଛି : ଦୃଢତାର ସହିତ ସହଭାଗୀତା ରଖି ଡେଙ୍ଗୁକୁ ପ୍ରତିହତ କରିବା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) , ଶ୍ରୀ

ପୁଣି ଜାତୀୟସ୍ତରରେ ପୁରସ୍କୃତ ହେବ ଗଞ୍ଜାମ ଜିଲ୍ଲା

ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ପ୍ରଥମ ରାଙ୍କ ଭାବେ ଶ୍ରେଷ୍ଠ ଜିଲ୍ଲା ଘୋଷିତଛତ୍ରପୁର (୧୬/୦୫) : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ସ୍ଥଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି । ଭାରତ

ବିକାଶର ବହୁ ଦୂରରେ ଗଂଜାମ ଏନ.ଏ.ସି !

ଗଂଜାମ (୧୬/୦୫) : ଗଂଜାମ ଏନ.ଏ. ସି ରାଜ୍ୟର ସବୁଠାରୁ ପୁରାତନ ଏନ.ଏ.ସି ରୂପେ ପରିଗଣିତ କରଯାଏ ।ସମୟ ବଦଳିଛି କିନ୍ତୁ ବଦଳିନି ଗଂଜାମ ଏନ.ଏ.ସି ର ବାସ୍ତବ ଚିତ୍ର ।କେବେ ଅବହେଳିତ ତ କେବେ ଅବିକଶିତ ଅବସ୍ଥାରେ ପଡିରହିଛି ।ତଥାପି ଜନପ୍ରତିନିଧିଙ୍କ ନା ଅଛି ଆନ୍ତରିକତା ନା ଅଛି ଉଦବେଗ

ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ

ଫୁଲବାଣୀ : ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ ଅବସରରେ ଫୁଲବାଣୀ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଯୋଗ ଦେଇ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ଵନ୍ଧରେ ନିଜର ବକ୍ତବ୍ୟ

ଜବ୍‌କାର୍ଡ଼ଧାରୀଙ୍କ ପ୍ରାପ୍ୟ ହରିଲୁଟ…

ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଜବ୍‌ କାର୍ଡ ଧାରୀ ଙ୍କ ପ୍ରାପ୍ୟ ହରିଲୁଟ ହୋଇଥିବା ଅଭିଯୋଗ ନେଇ ଆଜି ଶତାଧିକ ମହିଳା ଆଜି ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରମ୍ପା ଗ୍ରାମରେ ପ୍ରାୟ ଚାରିଶହ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ୩୬୦ଜଣ ଜବ କାର୍ଡ

କେନାଲ ପାଣି ପାଇଁ ଗର୍ଜିଲେ ଚାଷୀ, ୨ ଦିନରେ ପାଣି ନମିଳିଲେ ବଡ ଧରଣର ଆନ୍ଦୋଳନ ସମ୍ଭାବନା…

ମାଲକାନଗିରି : ଗତ ତିନି ବର୍ଷ ଧରି ବର୍ଷ ରବି ଫସଲ ଅମଳ ବେଳେ କେନାଲ ପାଣି ଅଭାବରୁ ରବି ଫସଲ ଅମଳ ହୋଇପାରୁ ନଥିବା ବେଳେ ଚାଷୀଙ୍କ ଜୀବନ ଜିବିକାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରବି ଚାଷ ବେଳେ ପୂର୍ବରୁ ୧୦ ହଜାର ହେକ୍ଟର ଚାଷ ଜମିରେ ଫସଲ କରାଯାଉଥିବା ବେଳେ ବର୍ତ୍ତମାନ

ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ପାଇଲେ ଓଇଏସ…

ଫୁଲବାଣୀ:୧୫/୫ ମେଧାବୀ ଛାତ୍ରୀ ତଥା ବର୍ତ୍ତମାନ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓ ଇ ଏସ୍) ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ଵାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ବାହାରିଥିବା