Browsing Category

ଆଞ୍ଚଳିକ

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚମକିଲେ ହିଞ୍ଜିଳିକାଟୁର ଅଂଶୁମାନ

ହିଞ୍ଜିଳିକାଟୁ : ଜାତୀୟ ସ୍ତରରେ ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ହିଞ୍ଜିଳିକାଟୁ ର ଅଂଶୁମାନ ପଣ୍ଡା। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନବମ ଟାଏକୋଣ୍ଡୋ ଚମ୍ପିଆନସିପ୍‌ କ୍ୟୋରୋଗି, ରେ ଗୋଲ୍ଡ ମେଡାଲ ଆଣିଲେଅଂଶୁମାନ । ଏହି ନବମ ଜାତୀୟ ସ୍ତରର କ୍ୟୋରୋଗି

ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ଉମରକୋଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର

ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏ.ଜି.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡିରୁ ବଞ୍ଚିବାର ମୌଳିକ

ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣାରେ ପିଇଓ, ଜିଆରଏସ ନିଲମ୍ବିତ

ବାଲିଗୁଡ଼ା, (୦୧/୦୬) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଛାଟ ବାଜିଛି |

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ମାସ ହେବ ୧୬ କ୍ୟାବିନରୁ ୭ ଏସି ଅଚଳ…

ଦୈନିକ ୬ ଶହ ଟଙ୍କା ସ୍ଵତନ୍ତ୍ର କେବିନ, ଏସି ଦ୍ଵିତୀୟ ପ୍ରାୟରିଟି, ଚିକିତ୍ସା ପ୍ରଥମ ପ୍ରାୟରିଟି: ମ୍ୟାନେଜର ଲକ୍ଷ୍ମୀପ୍ରିୟା ଏ ସି ଅଚଳ ରହିଥିବା କ୍ୟାବିନ ପାଇଁ ଯଦି ଡିସକାଉଣ୍ଟ ଚାହିଁବେ ମ୍ୟାନେଜର ମହାଶୟାଙ୍କ ସହଯୋଗରେ ସି ଡି ଏମ ଓ ଙ୍କ ସହ ଆଲୋଚନା ପରେ ପାଇବେ ଡିସକାଉଣ୍ଟ !

ସୀମାନ୍ତ ରେ ୩ ମାଓବାଦୀ ଗିରଫ

ମାଲକାନଗିରି, ୧।୬ : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୁ ଦୁଇ ଜଣ ନକ୍ସଲ ପନ୍ଥିଙ୍କ ଉପରେ 8 ଲକ୍ଷ ଏବଂ ଜଣେ ନକ୍ସଲ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ

ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ବାଲୁକା ଶିଳ୍ପୀରେ ଖୋଦିତ ମା’ ପାଟଖଣ୍ଡା ଙ୍କ ପ୍ରତିଛବିରେ ଭକ୍ତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୭ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୦ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା

ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ସମ୍ପନ୍ନ

ହିଞ୍ଜିଳିକାଟୁ : ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ହିଞ୍ଜିଳିକାଟୁ ସହର ସମେତ ଆଖ ପାଖ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ

ନଦୀରେ ଭାସି ଯୁବକ ନିଖୋଜ ଘଟଣା: ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ…

ମାଲକାନଗିରି : ଦୁଇଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ କନ୍ୟାଶ୍ରମ ନଦୀରେ ଗାଧେଇବାକୁ ଯାଇ ଭାସି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପରିବାର ଲୋକ ଚିହ୍ନଟ କରିବା ପରେ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଂଚି ପଂଚନାମା କରିବା

ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଉମାକାନ୍ତ ରଥ ଦାୟିତ୍ଵ ଗ୍ରହଣ କରିଛନ୍ତି । ଗତ ମେ ମାସ ୩୧ ତାରିଖରେ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ପ୍ରାଧ୍ୟାପକ ପ୍ରଭାକର ରାଜୁ ଅବସର ଗ୍ରହଣ କରିବା